Browsing Tag

auto driver

ବେଳାଭୂମୀରେ ମହିଳାଙ୍କ ସହ ଘଟିଲା ଏମିତି ଘଟଣା, ଅଟୋ ଚାଳକକୁ ଗିରଫ କଲା ପୋଲିସ

ମୁମ୍ବାଇରେ ଗୁରଗାଁଓରେ ଘଟିଯାଇଛି ହୃଦୟକୁ ଦୋହଲାଇ ଦେବା ଭଳି ଏକ ଘଟଣା । ଏକ ସ୍ଥାନୀୟ ବେଳାଭୂମୀ ନିକଟରେ ଜଣେ ଯୁବତୀ କାନ୍ଦୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ପଚରାଉଚରା କରିଥିଲା । ଏହା ପରେ ଏମିତି ଘଟଣା ସାମ୍ନାକୁ…

ସୈଫ୍ ଅଲ୍ଲୀ ଖାନଙ୍କୁ ବସାଇ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ପୁରସ୍କୃତ, ମିଳିଲା ୧୧ ହଜାର ଟଙ୍କା

ସୈଫଙ୍କୁ କରିଥିଲେ ସାହାଯ୍ୟ, ମିଳିଲା ପୁରସ୍କାର । ବିପଦ ବେଳେ ସୈଫ୍ ଅଲ୍ଲୀ ଖାନଙ୍କୁ ସାହାଯ୍ୟ କରିଥିବା ଅଟୋ ଡ୍ରାଇଭର ପୁରସ୍କୃତ ହୋଇଛନ୍ତି । ସେ ନିଜ ଅଟୋରେ ସୈଫଙ୍କୁ ବସାଇ ହସ୍ପିଟାଲ ନେଇଥିଲେ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଆହତ ସୈଫଙ୍କୁ ଘର ପାଖରୁ ଅଟୋରେ ବସାଇ ବିଳମ୍ବିତ ରାତିରେ…

ବିଧାନସଭା ନିର୍ବାଚନ ପୂର୍ବରୁ ଅଟୋ ଡ୍ରାଇଭରଙ୍କୁ ଆପ୍ ସରକାରଙ୍କ ଭେଟି, ଝିଅ ବାହାଘରରେ ମିଳିବ ୧ ଲକ୍ଷ ଟଙ୍କା

ବିଧାନସଭା ପୂର୍ବରୁ ଦିଲ୍ଲୀରେ ଆପ୍ ସରକାର ଅଟୋ ଡ୍ରାଇଭରଙ୍କୁ ଖୁସି ଖବର ଦେଇଛନ୍ତି । ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦ ଲକ୍ଷର ଜୀବନ ବୀମା ସହିତ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଛି । ଏଥିସହିତ ସେମାନଙ୍କର ଝିଅ ବାହାଘର ପାଇଁ ୧ ଟଙ୍କାର ସହାୟତା ମଧ୍ୟ ମିଳିବ । ଆପ୍…

ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରୁଥିଲେ ଅଟୋ ଡ୍ରାଇଭର, ଟ୍ରାଫିକ ପୋଲିସ ଅଟକାଇବାରୁ ମାରିଲେ ଚାପୁଡା

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଅସଦାଚରଣ କରୁଥିଲେ ନିଶାସକ୍ତ ଅଟୋ ଚାଳକ । ଆଉ ଟ୍ରାଫିକ ପୋଲିସ ଏହା ଦେଖି ଅଟୋ ଡ୍ରାଇଭରକୁ ଅଟାଇଥିବାରୁ ରାଗିଗଲେ ନିଶାସକ୍ତ ଅଟୋ ଡ୍ରାଇଭର । ଆଉ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ଗାଲକୁ ଶକ୍ତ ଚାପୁଡା ମାରିଲେ ଅଟୋ ଡ୍ରାଇଭର । ପୋଲିସ ଅଟୋ ଚାଳକକୁ ଗିରଫ…

ରାସ୍ତାରେ ମିଳିଲା ଟଙ୍କା ଭର୍ତ୍ତି ମନିପର୍ସ, ଠିକଣା ବାହାର କରି ଫେରାଇଲେ ୯୦୦୦ ଟଙ୍କା

କୋରାପୁଟ: ଗରିବ ସିନା କିନ୍ତୁ ମନରେ ଟିକେ ବି ଲୋଭ ନାହିଁ । ଅଟୋ ଚାଲିଲେ ପରିବାର ପ୍ରତିପୋଷଣ ହୁଏ । ପରିଶ୍ରମ କରି ପେଟକୁ ଦି ମୁଠା ଦାନା ଯୋଗାଡ଼ କରନ୍ତି ଅଟୋ ଚାଳକ । କିନ୍ତୁ କେବେ ବି ପର ସମ୍ପତି ପ୍ରତି ମନରେ ଲୋଭ ଆସିନି । ନିଜ ପରିଶ୍ରମରେ ଯାହା ଉପାର୍ଜନ କରନ୍ତି ସେଥିରେ ଚଳନ୍ତି ଗରିବ…

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ, ଅଵସ୍ଥା ସଂକଟାପନ୍ନ

ଯାଜପୁର ଟାଉନ : ଯାଜପୁର ଥାନା ବୈଦରାଜପୁର ଅଞ୍ଚଳରେ ଅଟୋ ଭଡ଼ା ଆଳରେ ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ଚଇନିପୁର ଅଞ୍ଚଳର ଅଟୋ ଚାଳକ ଶତୃଘନ ବେହେରା ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ, ଶତୃଘନଙ୍କୁ ବୈଦରାଜପୁର ପୋଲ ନିକଟକୁ ଅଟୋ ଭଡ଼ା ଆଳରେ ଡକାଇ ମରଣାନ୍ତକ…

ଅଟୋ ଡ୍ରାଇଭରଙ୍କ ଅଜବ ବୁଦ୍ଧି, ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଫୁଟ୍‌ଓଭର ବ୍ରିଜରେ ଚଲାଇଲେ ଅଟୋ; ଭିଡିଓ ଭାଇରଲ ପରେ…

ଟ୍ରାଫିକ ଜାମରୁ ମୁକୁଳିବାକୁ ପାଇଁ ଜଣେ ଅଟୋ ଚାଳକ ଆପଣାଇଲେ ଅଜବ ଯୋଗାଡ । ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଯିବା ଅପେକ୍ଷା ଅଜବ ଉପାୟ ଆପଣାଇଲେ ଅଟୋ ଡ୍ରାଇଭର । ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ଫୁଟ୍‌ ଓଭର ବ୍ରିଜରେ ଅଟୋକୁ ନେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଆଉ…

ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼, ଥାନାରେ ମାମଲା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼। ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଅଟୋ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼। ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ମାଡ଼ ମାରିଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନୟାପଲ୍ଲୀରୁ…

ଅଜଣା ଗାଡି ସହ ଧକ୍କା ହେଲା ଅଟୋ, ଡ୍ରାଇଭର୍ ମୃତ

ଯାଜପୁର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଏକ…

ହୃଦୟ ଜିତିଲେ ଯୁବକ : ଲକ୍ଷାଧିକ ଟଙ୍କାର ସୁନାଗହଣା ଫେରାଇ ଦେଲେ ଅଟୋ ଡ୍ରାଇଭର

ଭୁବନେଶ୍ବର (କେନ୍ୟୁଜ୍‌): ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଯୁବକ । ଅଚାନ ୨ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଯୁବକ।…