Browsing Tag

badrinath dham

ଅଳ୍ପକେ ବର୍ତ୍ତିଲେ ବଦ୍ରିନାଥ ଶ୍ରଦ୍ଧାଳୁ,ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ହେଲିକପ୍ଟରର ଜରୁରୀ ଅବତରଣ

ଉତ୍ତରାଖଣ୍ଡ : ଅଳ୍ପକେ ବର୍ତ୍ତିଲେ ବଦ୍ରିନାଥ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁ । ବଦ୍ରିନାଥ ଦର୍ଶନ କରି ଫେରୁଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ହେଲିକପ୍ଟର ନିୟନ୍ତ୍ରଣ ହରାଇବା ବେଳେ ପାଇଲଟ ଏହାକୁ ଜରୁରୀ ଅବତରଣ କରିଛନ୍ତି । ଫଳରେ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚିଯାଇଛି । ଖବର…

ବଦ୍ରିନାଥରେ ବାଜେନାହିଁ ଶଙ୍ଖ, ଜାଣନ୍ତୁ କ’ଣ ରହିଛି ପ୍ରଥା ଓ ପରମ୍ପରା

ଗତକାଲିଠାରୁ ବଦ୍ରିନାଥ ମନ୍ଦିରର ଦ୍ବାର ଖୋଲାଯାଇ ସାରିଛି । ଯାହାଦ୍ବାରା ଚାରି ଧାମର ଯାତ୍ରା ଆରମ୍ଭ ହୋଇଯାଇଛି । ଭଗବାନ୍ ବିଷ୍ଣୁଙ୍କ ପ୍ରମୁଖ ମନ୍ଦିର ମଧ୍ୟରୁ ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥଧାମକୁ ଗୋଟିଏ ବୋଲି ବିବେଚନା କରାଯାଏ । ଏହି ଚାରି ଧାମ ଯାତ୍ରାର ବିଶେଷ ଗୁରୁତ୍ବ ରହିଛି । ଏହା…

ଶୁଭ ମୁହୂର୍ତ୍ତରେ ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ମୁଖ୍ୟମନ୍ତ୍ରୀ ଧାମି କଲେ ପ୍ରଥମ ପୂଜା

ଉତ୍ତରାଖଣ୍ଡ : ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଦିଆଯାଇଛି । ମନ୍ଦିରର ଦ୍ୱାର…

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା । ସରକାର ତୀର୍ଥଯାତ୍ରୀମାନଙ୍କୁ ଉନ୍ନତ…

ବିନା ଟ୍ରାଫିକ ଜାମରେ ଯାଇପାରିବେ ବଦ୍ରିନାଥ ଧାମ, ମାରୱାଡି ବାଇପାସ୍ ପ୍ରସ୍ତୁତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଚାରଧାମ ଯାତ୍ରା ଏପ୍ରିଲ ମାସରୁ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାସ୍ତା, ବିଜୁଳି, ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ସୁବିଧା ଆଦି ବ୍ୟବସ୍ଥା ଉପରେ କାମ ଚାଲିଛି । ୨୦୨୫ରେ ୫୦ ଲକ୍ଷ ଶ୍ରଦ୍ଧାଳୁ ଏବଂ ତୀର୍ଥ ଯାତ୍ରୀ ଉତ୍ତରାଖଣ୍ଡର ଚାରଧାମ…

ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ, ଆକାଶରୁ ହେଲା ଫୁଲ ବର୍ଷା

ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ । ବଦ୍ରିନାଥ ମନ୍ଦିରର ଦ୍ୱାର ଆଜି ବ୍ରହ୍ମ ମୁହୂର୍ତ୍ତ ସକାଳ ୬ଟା ୧୫ରୁ ଖୋଲିଛି । ଏହି ଅବସରରେ ପ୍ରଭୁ ବଦ୍ରି ବିଶାଲଙ୍କ ଦର୍ଶନ କରିବାକୁ ପହଞ୍ଚିଛନ୍ତି ବହୁ ମାତ୍ରାରେ ଶ୍ରଦ୍ଧାଳୁ । ଖୁବ ସୁନ୍ଦର ଭାବେ ବଦ୍ରିନାଥ ଧାମକୁ ଫୁଲରେ ସଜା ଯାଇଛି…

କାଲି ଖୋଲିବ ବଦ୍ରିନାଥର କପାଟ, ଜାଣନ୍ତୁ ଶୁଭ ମୁହୂର୍ତ୍ତ..

ଗଙ୍ଗୋତ୍ରୀ-ଯମୁନୋତ୍ରୀ ଏବଂ କେଦାରନାଥ ଧାମର କପାଟ ଖୋଲିବା ଖୋଲିଛି ।  ଏହାପରେ ଭକ୍ତମାନେ ବଦ୍ରିନାଥ ଧାମ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।  ତେବେଏପ୍ରିଲ ୩୦ରୁ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାଆରମ୍ଭ ହୋଇଛି । ଯିଏ ଚାରିଧାମକୁ ଯାଆନ୍ତି ସେ ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପାଆନ୍ତି…

କେଦାରନାଥ ଧାମରେ ପହଞ୍ଚିଲା ମନ୍ଦିର ସମିତି କମିଟି ଟିମ୍, ମେ ୨ରେ କେଦାରନାଥ ଏବଂ ମେ ୪ରେ ବଦ୍ରିନାଥ କପାଟ ଖୋଲିବ

କେଦାରନାଥ ଧାମରେ ପହଞ୍ଚିଛନ୍ତି ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଟିମ୍ । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଜଣେ ମୁଖପାତ୍ର ଶୁକ୍ରବାର କହିଛନ୍ତି ଯେ, ଶ୍ରୀ କେଦାରନାଥ ଧାମର ଦ୍ୱାର ମେ ୨ ତାରିଖରେ ଆନୁଷ୍ଠାନିକ ଭାବେ ଖୋଲିବ । ସେହିପରି ବଦ୍ରିନାଥ ଧାମର ଦ୍ୱାର ୪ ମଇରେ ଖୋଲିବ ।…

ଉତ୍ତରାଖଣ୍ଡ ଚମୋଲି ବଦ୍ରିନାଥରେ ହିମସ୍ଖଳନ, ଫସିଛନ୍ତି ୪୭ ଶ୍ରମିକ

ଉତ୍ତରାଖଣ୍ଡ ଚମୋଲିରେ ବଡ଼ ଦୁର୍ଘଟଣା । ମାଣା ଗାଁରେ ହିମସ୍ଖଳନ ଯୋଗୁଁ ୪୭ ଜଣ ଶ୍ରମିକ ବରଫରେ ଦବିଥିବା ଜଣାପଡିଛି । ୫୭ ଜଣ ଶ୍ରମିକ ହିମସ୍ଖଳନରେ ପୋତି ହୋଇଥିଲେ, ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । ହିମସ୍ଖଳନ ହେବା ପରେ ପ୍ରଶାସନ ଏବଂ BRO ଟିମ୍…

ବଦ୍ରିନାଥ ମନ୍ଦିରରେ ଶଙ୍ଖ ଫୁଙ୍କାଯାଏ ନାହିଁ କାହିଁକି? ଜାଣନ୍ତୁ ଏହା ପଛର କାରଣ

ହିନ୍ଦୁ ଧର୍ମରେ କୈାଣସି ପୂଜାପାଠର ପ୍ରଥମ ଏବଂ ଶେଷରେ ଶଙ୍ଖରନାଦ କରାଯାଇଥାଏ । ଆପଣାମମାନେ ଜାଣିଥିବେ ଯେ ପୂଜା ସହିତ, ପ୍ରତ୍ୟେକ ଶୁଭ କାର୍ୟ୍ୟ ସମୟରେ ଶଙ୍ଖ ଫୁଙ୍କା ଯାଏ । ଶଙ୍ଖକୁ ସୁଖ, ସମୃଦ୍ଧତା ଏବଂ ଶୁଭତାର କାରକ ଭାବରେ ପ୍ରମାଣିତ କରାଯାଇଛି । କୁହାଯାଏ ଯେ ଶଙ୍ଖ ନ ଫୁଙ୍କା ହେଲେ…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ଯୋଶୀମଠ ବଦ୍ରିନାଥ ରାଜପଥ ବନ୍ଦ

ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମୋଟର ଅଟକି ରହିଛି । ଭୂସ୍ଖଳନ…

ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ

ଉତ୍ତରାଖଣ୍ଡର ଚମୋଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବେଳର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ଏଠାରେ ଋଷିକେଶ-ବଦ୍ରିନାଥ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା…