Browsing Tag

balesore

ଖୋଲିଲା କୁଲଢିଆ ଅଭୟାରଣ୍ୟ, ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଦୂର ଦୂରାନ୍ତରରୁ ଆସୁଛନ୍ତି ପର୍ଯ୍ୟଟକ

ଓଡ଼ିଶାରେ ଥିବା କୁଲଢିଆ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ଏଠାରେ ଥିବା ଜୀବଯନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର…

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ : ଏବେବି ପରିଚୟ ଖୋଜୁଛି ୨୯ ମୃତଦେହ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ପୂରିଲା ୨ ମାସ । ଦିନ ବିତିଥିଲେ ବି ଲୋକଙ୍କ ମନରୁ ଏଯାଏ ସେଦିନର ଲୋମଟାଙ୍କୁରା ଦୃଶ୍ୟ ଲିଭିନି । ଦୁର୍ଘଟଣାରେ ୨ ମାସ ପରେ ବି ଭୁବନେଶ୍ୱର ଏମ୍‌ସର କଣ୍ଟେନରରେ ଥିବା ୨୯ ମୃତଦେହର ପରିଚୟ ମିଳିନାହିଁ । ସେମାନେ କିଏ ? କଣ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର

ବାଲେଶ୍ୱର (କେନ୍ୟୁଜ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ…

ଘର ଛାତ ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ପୂର୍ବଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା…

ସୋର (କେନ୍ୟୁଜ): ଘରୁ ଡାକିନେଇ ଯୁବକକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ କମଳାକାନ୍ତ ମଲ୍ଲିକଙ୍କର ନିଜ ଘର ଛାତ ଉପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର । ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ଚିକିତ୍ସିତ ହେଉଥିବା ବେଳେ…

ନିଶାରେ ଚୁର ହୋଇ ମାତିଲା ଯୁବକ, ବିଡିଓ ଓ ପୋଲିସକୁ କଲା ନାକେଦମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ବଜାର ଉପରେ ପୋଲିସକୁ ନିଶାଶକ୍ତ ଅବସ୍ଥାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଗ୍ରସ୍ତ ଯୁବକ । ପୋଲିସକୁ ପିଟିବା ପରେ ବିଡ଼ିଓ ଙ୍କ ଗାଡି ଓ ପୋଲିସ ଗାଡିକୁ ବି ଭଙ୍ଗାରୁଜା କରିଛି ଜଣେ ମଦ୍ୟପ ଯୁବକ । ଆଜି ଅପରାହ୍ନରେ କାହାଳିଆ ଅଞ୍ଚଳର ବିରା…