Browsing Tag

Balochistan

ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ଚୀନ ଡ୍ରୋନ (ସିଏଚ୍‌-୪ବି)କୁ ବ୍ୟବହାର କରୁଛି। ବେଲୁଚି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧବିମାନ ଓ ସଶସ୍ତ୍ର ହେଲିକପ୍ଟର ବ୍ୟବହାର କରୁଛି ପାକିସ୍ତାନ ସେନା। ଚଳିତ ମାସ ଆରମ୍ଭରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ…