Browsing Tag

banshapal

ସାମାନ୍ୟ ବଚସାରୁ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ବାଂଶପାଳ(କେନ୍ୟୁଜ୍): ମାତାଲ୍ ପୁଅର ଠେଙ୍ଗା ମାଡ଼ରେ ବାପାର ଜୀବନ ଗଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁଅ ସୁମନ୍ତ ଦେହୁରୀ ଗତକାଲି ରାତିରେ ନିଜର ଜନ୍ମକଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ।…

ଭିଜିଲାନ୍ସ ଜାଲରେ କେନ୍ଦୁଝର ବାଂଶପାଳ BEO କାର୍ଯ୍ୟାଳୟର କୋଟିପତି କନିଷ୍ଠ କିରାଣୀ

ବାଂଶପାଳ(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବାଂଶପାଳ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀଙ୍କ ଘରେ ଚଢାଉ ଚାଲିଛି । ତାଙ୍କ ନାଁ ଗଙ୍ଗାଧର ସାହୁ । ତାଙ୍କର ଜେଲ୍‌ ରୋଡ଼ ସ୍ଥିତ ସରକାରୀ ବାସଭବନ, ଭାଲୁକିପାଳତାରେ…

ପୁଣି ଜଣେ ଓଡିଆ ଯୁବତୀ ବେଙ୍ଗାଲୁରୁରେ ଆଖି ବୁଜିଲେ, ଘରକୁ ଫେରାଇ ଆଣିବାକୁ ମା କଲା ନିବେଦନ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ଥମୁନି ଦାଦନଙ୍କ ଦୁଃଖ। ଖଣି ଖାଦାନ,ଶିଳ୍ପ ଭରା ରତ୍ନ ଗର୍ଭା କେନ୍ଦୁଝର ଜିଲ୍ଲାରୁ ସରକାର ସର୍ବାଧିକ ରାଜସ୍ୱ ପାଉଛନ୍ତି।ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ କୌଣସି ଉନ୍ନତି ହେଉନାହିଁ।  ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ…