Browsing Tag

begunia

ଘରବାରି ପଟା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବେଗୁନିଆ ତହସିଲଦାର, ମାଡ଼ିବସିଲା ଭିଜିଲାନ୍ସ

କଟକ(କେନ୍ୟୁଜ୍): ୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ତହସିଲଦାର। ବେଗୁନିଆ ତହସିଲଦାର ପୃଥିବୀରାଜ୍ ମଣ୍ଡଳ। ଏକ ଘର ବାରି ପଟା ଯୋଗାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ। ଭୁବନେଶ୍ୱର କଳିଙ୍ଗ ବିହାର ଘର ସମ୍ମୁଖରେ ନେଉଥିଲେ ଏହି ଲାଞ୍ଚ। ଭିଜିଲାନ୍ସ ସେଲ ଟିମ ମାଡି ବସିଲା…

ବେଗୁନିଆ: ବାଘମାରୀ ବଜାର ଉପରେ ଜଳିଗଲା କାର୍‌, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ବେଗୁନିଆ (କେନ୍ୟୁଜ): ବେଗୁନିଆ ବାଘମାରୀ ବଜାର ଉପରେ ହୁତୁହୁତୁ ହୋଇ ଜଳିଗଲା ମାରୁତି କାର । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ମାରୁତି କାରରେ ବୋଲଗଡ ଅଞ୍ଚଳର ପାଲାକାର ଦଳ କଟକ ଜଗତସିଂହପୁର ପାଲା ପରିବେଷଣ ନେଇ ଯାଉଥିବା ବେଳେ ବାଘମାରୀ ବଜାର ଉପରେ ଗାଡି ରଖି ପାନ ଖାଇ ଡ୍ରାଇଭର ପୁଣି…

ଦ୍ୱିତୀୟ ପତ୍ନୀଙ୍କ ବାପଘର ଦୂଆରେ ପ୍ରଥମ ପତ୍ନୀଙ୍କ ଧାରଣା, ସ୍ବାମୀକୁ ଫେରାଇବାକୁ କଲେ ଦାବି

ବେଗୁନିଆ (କେନ୍ୟୁଜ୍): ଦ୍ଵିତୀୟ ପତ୍ନୀଙ୍କ ବାପଘର ଦୂଆରେ ଦୁଇ ପିଲାମାନଙ୍କୁ ଧରି ଧାରଣାରେ ବସିଲେ ପ୍ରଥମ ପତ୍ନୀ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ପୋଡାଡିହ ଗାଁରେ । ବୋଲଗଡ ବ୍ଲକ ଚୂଡା ଗାଁର ବସନ୍ତ ରାଉତ ନୟାଗଡ ଜିଲ୍ଲା ପଣ୍ଡୁସର ଗାଁର ମଞ୍ଜୁବାଳାଙ୍କୁ ୨୦୦୮ମସିହାରେ…

ପୂର୍ବ ଶତୃତାକୁ ନେଇ ବୋଲଗଡ଼ ବାଙ୍କୋଇ ବାଳସିଙ୍ଗି ଗାଁରେ ବୋମା ମାଡ, ୪ ଆହତ

ବେଗୁନିଆ(କେନ୍ୟୁଜ୍): ପୂର୍ବ ଶତୃତାକୁ ନେଇ ବୋମା ମାଡ। ବୋଲଗଡ଼ ବାଙ୍କୋଇ ଫାଣ୍ଡିର ବାଳସିଙ୍ଗି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ ନେଇ ବୋମା ମାଡ ଘଟିଛି। ଏଥିରେ ୪ଜଣ ଆହତ  ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଆହତ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ଦୁର୍ଲଭ ବେଲପତ୍ର, ଏକ ସଂଗେ ମିଳିଲା ପଞ୍ଚଶାଖା ଓ ସପ୍ତଶାଖା ପତ୍ର

ବେଗୁନିଆ (କେନ୍ୟୁଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତଳଗଡ଼ ବାବା ଲୋକନାଥ ଦେବଙ୍କ ମସ୍ତକରେ ଲାଗି ହୋଇଛି ଦୁର୍ଲଭ ଶହେ ଆଠ ପଞ୍ଚଶାଖା ଏବଂ ସପ୍ତଶାଖା ବେଲପତ୍ର । ଏହି ଗାଁର ଶଶାଙ୍କ ମହାପାତ୍ର ଜଙ୍ଗଲରୁ ଏହି ଦୁର୍ଲଭ ବେଲପତ୍ର ଗୁଡିକ ପାଇବା ପରେ ଗ୍ରାମବାସୀ ଏକତ୍ର ହୋଇ ଗାଁର ପ୍ରତ୍ୟକ୍ଷ…

ବେଗୁନିଆରେ ପାଳିତ ହୋଇଛି ୩୦ ବର୍ଷ ପୁରୁଣା ଅଷ୍ଟ ପ୍ରହରୀ ଯଜ୍ଞ

ବେଗୁନିଆ(କେ ନ୍ୟୁଜ): ଓଡ଼ିଶାରେ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ଝଲକ ଦେଖିବାକୁ ମିଳେ। ପ୍ରତିବର୍ଷ ଏଠି ପ୍ରତିଟି ପରମ୍ପରାକୁ ପାଳନ କରିବାକୁ ଲୋକମାନେ ଖୁବ ଆଗ୍ରହୀ ଥାନ୍ତି। ହିନ୍ଦୁ ଧର୍ମରେ ଥିବା ୧୨ ମାସରେ ୧୩ ପର୍ବକୁ ଏଠି ବଡ଼ ନିରାଡ଼ମ୍ବରରେ ପାଳନ କରାଯାଏ। ପୂର୍ବ ଭଳି ଏବେ ମଧ୍ୟ…