Browsing Tag

best tech news

ଅଧା ମୂଲ୍ୟରେ ଉପଲବ୍ଧ Samsung Galaxy F23 5G ସ୍ମାର୍ଟଫୋନ୍, କିଣିଲେ ମିଳିବ ଅନେକ ଲାଭ

ନୂଆ ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛା କରୁଥିଲେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। କାରଣ ଆପଣ ବର୍ତ୍ତମାନ ଅଧାରୁ କମ୍ ମୂଲ୍ୟରେ କିଣି ପାରିବେ ଫୋନ୍। ସାମସଙ୍ଗ ଗାଲାକ୍ସି F23 5G ଫୋନ୍ ଦାମ୍ କମ୍ ହୋଇଛି। ସାମସଙ୍ଗ ଗାଲାକ୍ସି F23 5G ର 4GB RAM ଏବଂ 128GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ…

ଭାରତରେ ଲଞ୍ଚ ହେଲା apple iPad Pro: ରହିଛି ଏକାଧିକ ପାୱାରଫୁଲ୍ ଫିଚର୍, ଜାଣନ୍ତୁ ମୂଲ୍ୟ

iPad ଲଭର୍ସଙ୍କ ପାଇଁ ରହିଛି ରହିଛି ଖୁସି ଖବର। କାରଣ ଭାରତରେ ଆଜି ଲଞ୍ଚ ହୋଇଛି iPad Pro 2022। ଆପଲ୍ ଗ୍ରାହକଙ୍କ ପାଇଁ ସର୍ବଶେଷ ଆଇପ୍ୟାଡ୍ ଲଞ୍ଚ କରିଛି। ଏହି ଡିଭାଇସରେ ଆପଣ କେଉଁ ଫିଚର୍ ଦେଖିବାକୁ ପାଇବେ ଏବଂ ଏହି ଉପକରଣର ମୂଲ୍ୟ କ’ଣ ରହିଛି ଆସନ୍ତୁ ଜାଣିବା। ଭାରତରେ ଲଞ୍ଚ…

୧୫ ଦିନ ପାଇଁ ହାଇ ସ୍ପିଡ୍‌ ଇଣ୍ଟରନେଟ୍‌ ମାଗଣା ଦେଉଛି Jio; ଦୀପାବଳି ଅବସରରେ ଆସିଲା ଖାସ୍‌ JioFiber ଅଫର୍‌

ଟେଲିକମ୍ ଏବଂ ବ୍ରଡବ୍ୟାଣ୍ଡ କମ୍ପାନୀ ‘ରିଲାଏନ୍ସ ଜିଓ’ ତରଫରୁ ଫେଷ୍ଟିଭ୍‌ ସିଜନରେ ଖାସ୍‌ 'JioFiber Double Festival Bonanza' ଅଫର୍‌ ଦିଆଯାଉଛି। ଏହି ଲିମିଟେଡ୍‌ ଟାଇମ୍‌ ଅଫର୍ ଅଧୀନରେ JioFiber ଗ୍ରାହକମାନଙ୍କୁ ବଛା ବଛା ପ୍ଲାନରୁ ରିଚାର୍ଜ କରାଇ ୧୫ ଦିନ ପାଇଁ ମାଗଣା ହାଇ ସ୍ପିଡ୍…

ଦୀପାବଳି ଧମାକା ଅଫର୍‌! ମାତ୍ର ୧୦୧ ଟଙ୍କାରେ ଘରକୁ ନେଇ ଆସନ୍ତୁ ୧୫,୦୦୦ ଟଙ୍କିଆ ସ୍ମାର୍ଟଫୋନ

ଫେଷ୍ଟିଭ୍‌ ସିଜନରେ ଲୋକମାନେ ନିଜ ପାଇଁ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରି ଥାଆନ୍ତି। ଯଦି ଆପଣ ମଧ୍ୟ ନିଜ ପାଇଁ ଏକ ନୂଆ ଫୋନ୍ କିଣିବାକୁ ଭାବୁଛନ୍ତି, ତା’ ହେଲେ Vivo ଆପଣଙ୍କ ପାଇଁ ଏକ ଧମାକାଦାର ଅଫର ନେଇ ଆସିଛି। କମ୍ପାନୀ ନିଜର Big Joy Diwali Saleରେ ବହୁତ କମ୍‌ ଦାମ୍‌ରେ…

ମାତ୍ର ୯୯୯ ଟଙ୍କାରେ Flipkartରେ ମିଳୁଛି ୩୨ ଇଞ୍ଚିଆ ସ୍ମାର୍ଟ ଟିଭି! ତୁରନ୍ତ କିଣି ନିଅନ୍ତୁ, ଫଟାଫଟ୍‌ ସରିଯାଉଛି…

ଦୀପାବଳି ଭଳି ମଉକାକୁ ଲୋକେ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ନିଜ ଘରକୁ ଅପଡେଟ୍‌ କରିବା ପାଇଁ ସମସ୍ତେ ପୂରାପୂରି ପ୍ରସ୍ତୁତିରେ ରହିଛନ୍ତି। ଅନେକ ଲୋକ ଏହି ଅବସରରେ ଘରୋଇ ଉପକରଣ କିଣିବାକୁ ପସନ୍ଦ କରନ୍ତି, ଯେଉଁଥିରେ ସ୍ମାର୍ଟ ଏଲ୍‌ଇଡି ଟିଭି ମଧ୍ୟ ସାମିଲ ଥାଏ। ଆଜିକାଲି ଏହା…

Realme care+: କଷ୍ଟମର କେୟାର ସୁବିଧା ଏବେ ପାଇବେ ହ୍ୱାଟ୍ସଆପରେ, ସମସ୍ୟାର ତୁରନ୍ତ ହେବ ସମାଧାନ

Realme Care + ପ୍ୟାକେଜ କିଣୁଥିବା ଉପଭୋକ୍ତାମାନେ ମଧ୍ୟ ଏକ୍ସଟେନଡେଡ୍ ୱାରେଣ୍ଟି ଏବଂ ଡ୍ୟାମେଜ୍ ପ୍ରୋଟେକ୍ସନ୍ ଆକାରରେ ଡବଲ ଗ୍ୟାରେଣ୍ଟି ପାଇବେ। ଏହା ବ୍ୟତୀତ, ଉପଭୋକ୍ତାମାନେ ହ୍ୱାଟ୍ସଆପ ମେସେଜ ମାଧ୍ୟମରେ ଫୋନ୍ ବିଷୟରେ କରିଥିବା ଅଭିଯୋଗର ଅପଡେଟ୍ ପାଇବେ। ଗ୍ରାହକଙ୍କ ସୁବିଧା ପାଇଁ…

ମଉକା ଛାଡ଼ନ୍ତୁ ନାହିଁ! ୩୫ ହଜାର ଟଙ୍କାର ସ୍ମାର୍ଟଫୋନ କିଣନ୍ତୁ ମାତ୍ର ୭ ହଜାର ଟଙ୍କାରେ; ଜାଣନ୍ତୁ କେମିତି

ଦୀପାବଳି ସେଲ୍‌ ଆରମ୍ଭ ହୋଇଗଲାଣି। ଫ୍ଲିପ୍‌କାର୍ଟ ମଧ୍ୟ ଏହି ସେଲ୍‌ରେ ଜବରଦସ୍ତ ରିହାତି ଅଫର୍‌ ଦେଉଛି। ଫ୍ଲିପ୍‌କାର୍ଟରେ ଗ୍ରାହକମାନେ ଦମ୍‌ଦାର ପ୍ରଡକ୍ଟକୁ ଅତି ସୁଲଭ ମୂଲ୍ୟରେ କିଣି ପାରୁଛନ୍ତି। ଏମିତିରେ ଯଦି ଆପଣ ମଧ୍ୟ ଏକ ୫ଜି ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତା’ ହେଲେ…

ଆଜିଠୁ ଆରମ୍ଭ ହେଲା Amazon Happiness Days, କମ୍ ଟଙ୍କାରେ କିଣନ୍ତୁ iPhone ଓ ଅନ୍ୟ ସ୍ମାର୍ଟଫୋନ

ଆପଣ ଯଦି କମ୍ ଟଙ୍କାରେ iPhone କିମ୍ଵା ଅନ୍ୟ କୌଣସି ଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର। ଆମାଜନ ଆଣିଛି Amazon Extra Happiness Days। ଏହି ଅଫରରେ ଉପଭୋକ୍ତାମାନେ ଅନ୍ୟ ବ୍ରାଣ୍ଡ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍ ଏବଂ ଆଇଫୋନ୍ ସହିତ…

GB ହ୍ୱାଟ୍ସଆପ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ, ନଚେତ ହେବାକୁ ପଡିବ ହଟହଟା

ବିଶ୍ୱର ସବୁଠାରୁ ବଡ ଓ ଅଧିକ ବ୍ୟବହୃତ ହେଉଥିବା ସୋସିଆଲ ମିଡିଆ ଆପ୍ ହେଇଛି WhatsApp। ପୁଣି ବର୍ତ୍ତମାନ ଏହା ଅଧିକ ନିଜର ଫିଚର୍ ବଦଳାଇବାରେ ଲାଗିଛି। ଅନେକ ଲୋକ ବିଜନେସ WhatsApp ଓ GB WhatsApp ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ କ'ଣ ଜାଣିଛନ୍ତି ଏହି ଆପ୍ ବ୍ୟବହାର କରିବା ସମୟର…

ମାର୍କେଟରେ ଲଞ୍ଚ ହେଲା ମୋଟରୋଲା ମୋଟୋ E32, ବେଷ୍ଟ ଫିଚର୍ ସହିତ ଶସ୍ତା ଫୋନ୍

ଫୋନ୍ କିଣିବାକୁ ଇଛା କରିଥିଲେ ଆପଣଙ୍କ ପାଇଁ ରହିଛି ବଡ଼ ଅଫର୍ ଓ ଖୁସି ଖବର। କାରଣ ମାର୍କେଟରେ ଲଞ୍ଚ ହୋଇଛି ନୂଆ ମୋଟରୋଲା ବେଷ୍ଟ ଫିଚର୍ ଫୋନ୍। ଏମିତିକି ଏହି ସବୁ ଫୋନ୍ ଆପଣ ୧୨୦୦୦ ଟଙ୍କାରୁ କମ୍ ରେ କିଣି ପାରିବେ। ଗ୍ରାହକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟର Moto E32 ସ୍ମାର୍ଟଫୋନ୍ ଲଞ୍ଚ…

5G ଫୋନ୍‌ କିଣିବାର ବଢ଼ିଆ ମଉକା; Xiaomi ଦେଉଛି ୧୦,୪୦୦ ଟଙ୍କା ପର୍ଯ୍ୟନ୍ତ ଜବରଦସ୍ତ ରିହାତି

ଦେଶର କିଛି ସହରରେ 5G ଆରମ୍ଭ ହୋଇସାରିଛି। ଯଦି ଆପଣ 4G ଫୋନରୁ 5G ହ୍ୟାଣ୍ଡସେଟକୁ ସ୍ୱିଚ୍‌ କରିବାକୁ ଚାହୁଁଛନ୍ତି, ତା’ ହେଲେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ରହିଛି। Xiaomiର ଦିଓ୍ଵାଲି ସେଲରେ ଆପଣ ଦମ୍‌ଦାର ସ୍ମାର୍ଟଫୋନ Xiaomi 11T Pro 5Gକୁ ଜବରଦସ୍ତ ରିହାତି ସହିତ କିଣିପାରିବେ। 12…

ବର୍ତ୍ତମାନ ମାତ୍ର ୧୩ ହଜାରରୁ କମ୍ ମୂଲ୍ୟରେ କିଣନ୍ତୁ ସ୍ମାର୍ଟ TV, ରହିଛି ଦମଦାର ଫିଚର୍

ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର।କାରଣ ଉତ୍ସବର ଋତୁରେ ଆମାଜନ ଏବଂ ଫ୍ଲିପକାର୍ଟରେ ଏକରୁ ଅଧିକ ସ୍ମାର୍ଟ ଟିଭି ଉପଲବ୍ଧ ହେଉଛି। ଉପଭୋକ୍ତାମାନେ ସ୍ମାର୍ଟ ଟିଭି କିଣି ହଜାର ହଜାର ଟଙ୍କା ସଞ୍ଚୟ କରିବେ। ଏଠାରେ ଆମେ ଆପଣଙ୍କୁ ୧୩,୦୦୦ ରୁ କମ୍ ମୂଲ୍ୟରେ ସାମସଙ୍ଗ, Acer, Mi ଭଳି…