Browsing Tag

bharat joda yatra

ବଦଳିଲା ରାହୁଲ ଗାନ୍ଧିଙ୍କ ଲୁକ୍‌: ୧୭୦ ଦିନ ପରେ ଟ୍ରିମ୍‌ କଲେ ଦାଢି ଓ ନିଶ, ଲଣ୍ଡନରେ ପହଞ୍ଚିବା ପରେ ନୂଆ ଲୁକ୍‌ରେ…

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନୂଆ ଲୁକ୍‌ ସାମ୍ନାକୁ ଆସିଛି । ୧୭୦ ଦିନ ପରେ ନୂଆ ଲୁକରେ ନଜର ଆସିଛନ୍ତି ରାହୁଲ ଗାନ୍ଧି । ଭାରତ ଯୋଡୋ ଯାତ୍ରା ସଂପୂର୍ଣ୍ଣ କରିବା ପରେ ରାହୁଲ ଗାନ୍ଧି ମଙ୍ଗଳବାର ଦିନ ବ୍ରିଟେନ ପହଞ୍ଚିଛନ୍ତି । ଆଉ ଲଣ୍ଡନ ପହଞ୍ଚିବା ପରେ ରାହୁଲଙ୍କ ନୂଆ ଲୁକ୍‌ ଦେଖିବାକୁ…

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ, ଭାରତ ଯୋଡୋ ଯାତ୍ରା ସମୟରେ ଆସିଥିଲା ହାର୍ଟଆଟାକ

ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ ହୋଇଛି । ଆଜି ସକାଳେ ପଞ୍ଜାବର ଫିଲୌର ଠାରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଥିଲେ। ଏହି ଯାତ୍ରା ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ସେଠାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର…

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ ହାଫ୍‌ ଟି-ସାର୍ଟରେ ବୁଲିବାକୁ ନେଇ ଚର୍ଚ୍ଚା; ଏବେ…

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ କେମିତି ଖାଲିପାଦ ଓ ଟି-ସାର୍ଟ ପିନ୍ଧି ଚାଲି ପାରୁଛନ୍ତି? କିଏ ଏହାକୁ ନାଟକବାଜି କହୁଛି ତ କିଏ କହୁଛି ସୁପରହ୍ୟୁମାନ । କିନ୍ତୁ ଏହା ପଛରେ କିଛି ବିଜ୍ଞାନ ଅଛି କି? ହଁ ଅଛି। କେବଳ ରାହୁଲ ନୁହଁନ୍ତି, ବିଶ୍ୱର ୮୦୦ କୋଟି…

ଦିଲ୍ଲୀରେ ପହଞ୍ଚିବା ପରେ ଭାରତ ଯୋଡ଼ୋ ଯାତ୍ରାରେ ରହିବ ୯ ଦିନର ବ୍ରେକ୍‌; ନିଜ ପରିବାର ଲୋକଙ୍କୁ ଭେଟିବେ କର୍ମକର୍ତ୍ତା

ରାଜସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭରତ ଯୋଡୋ ଯାତ୍ରାର ମଙ୍ଗଳବାର ହେଉଛି ଶେଷ ଦିନ। ୧୦୦ ଦିନ ପୂରଣ କରିବା ପରେ ଭାରତ ଯୋଡୋ ଯାତ୍ରା ୨୪ ଡିସେମ୍ବରରେ ଦିଲ୍ଲୀରେ ପହଞ୍ଚିବ। ଏହାପରେ ୯ ଦିନର ବିରତି ରହିବ। ପରେ ଏହି ଯାତ୍ରା ୩ ଜାନୁୟାରୀ ୨୦୨୩ରୁ ପୁଣି ଆରମ୍ଭ ହେବ। ଦଳର…

ଆଜି ୨୪ କିଲୋମିଟର ନନ୍‌ଷ୍ଟପ୍‌ ଚାଲିବେ ରାହୁଲ ଗାନ୍ଧୀ, ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ରାଜସ୍ଥାନ ପହଞ୍ଚିଲେ…

ରାଜସ୍ଥାନରେ କଂଗ୍ରେସର 'ଭାରତ ଯୋଡ଼ୋ ଯାତ୍ରା' ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି। କୋଟାରେ ଭରତ ଯୋଡ଼ୋ ଯାତ୍ରା ସକାଳ ୬ଟାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ରଙ୍ଗପୁର ପର୍ଯ୍ୟନ୍ତ ଯିବ। ୮ ଡିସେମ୍ବର ଅର୍ଥାତ୍‌ ଆଜି ନନ୍‌ଷ୍ଟପ ୨୪ କିଲୋମିଟର ପର୍ଯ୍ୟନ୍ତ ଚାଲିବେ ରାହୁଲ ଗାନ୍ଧୀ। ଏହାପରେ…

ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରିବ ‘ହାଥ୍‌ ସେ ହାଥ୍‌ ଯୋଡ଼ୋ ଅଭିଯାନ’! ୨୬ ଜାନୁଆରୀରୁ ସାରା ଦେଶରେ ଚାଲିବ…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ଆସନ୍ତା ବର୍ଷ ଫେବୃଆରୀରେ ଛତିଶଗଡ ରାଜଧାନୀ ରାୟପୁରରେ କଂଗ୍ରେସର ତିନି ଦିନିଆ ଅଧିବେଶନ ଅନୁଷ୍ଠିତ ହେବ। ବୈଠକରେ ସଂଗଠନ ସଚିବ କେ.ସି ଭେନୁଗୋପାଳ…

ଛୋଟ ପିଲା ସହିତ ପୁସ୍‌ଅପ୍‌ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରଲ

ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଆଉ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଛୋଟ ପିଲା ସହିତ କରିଛନ୍ତି ପୁସ୍‌ଅପ୍‌ ଚ୍ୟାଲେଞ୍ଜ। କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଜଣେ ଛୋଟ ପିଲାସହିତ ଏହି ଚ୍ୟାଲେଞ୍ଜ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।…

୭ ତାରିଖରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ଼ ଅଭିଯାନ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବ ଦଳ 

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତା ୭ ତାରିଖରେ ଆରମ୍ଭ ହେବ ଭାରତ ଯୋଡ଼ ଅଭିଯାନ । କନ୍ୟାକୁମାରୀରୁ ରାହୁଲ ଆରମ୍ଭ କରିବେ ଅଭିଯାନ । ଏହା ବଡ଼ ଜନ ସମ୍ପର୍କ ପଦଯାତ୍ରା । ୧୨ଟି ରାଜ୍ୟ ଓ ୨ଟି କେନ୍ଦର ଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩ହଜାର ୫୦୦ କିଲୋମିଟରକୁ କଭର କରାଯିବ ।…