Browsing Tag

bhubaneswar market building

ଭୁବନେଶ୍ବର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ଟି ଦୋକାନ ଘର ପୋଡି ପାଉଁଶ

ଭୁବନେଶ୍ବର: ଜଳିଗଲା ଏକ ନମ୍ବର ହାଟ ।  ଭୁବନେଶ୍ବର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ ।  ବିଳମ୍ବିତ ରାତିରେ ଲାଗିଥିଲା ନିଆଁ ।  ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି । ପ୍ଲାଷ୍ଟିକ୍ ମାର୍କେଟରେ ନିଆଁ ଲାଗିବା ଯୋଗୁ ଏକାଧିକ ଦୋକାନ ଜଳିଯାଇଥିବା…

ଅବାଟରେ ଯାଉଥିବା ଯୁବପିଢ଼ିଙ୍କୁ ଏମାନଙ୍କ ଠାରୁ କିଛି ଶିଖିବା ଦରକାର

ଭୁବନେଶ୍ୱର: ଏ ଲୋକଟିକୁ ଟିକେ ଭଲ କରି ଦେଖନ୍ତୁ । ଭୁବନେଶ୍ବର ମାର୍କେଟ ବିଲଡିଂର ବଜ଼ାର ଭିତରର ଏ ଦୃଶ୍ୟ । ଯୁବକ ଜଣକ ଦୁଇ ହାତରୁ ନେଇ ବେକ ଯାଏ ବ୍ୟାଗ ଓହଳାଇଥାନ୍ତି । ପାଖାପାଖି ଶହେରୁ ଅଧିକ ବ୍ୟାଗ ଦେହ ସାରା ଓହଳିଥାଏ ସତେ ଯେମିତି ହ୍ୟାଙ୍ଗର । ଆଉ ବଜ଼ାର ଭିତରକୁ ଯେଉଁ ସବୁ ଗ୍ରାହକ…

ତୁଟିଲା ବିବାଦ : ଆଜିଠୁ ଖୋଲିବ ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର (କେନ୍ୟୁଜ): ତୁଟିଲା ବିଏମସି ଓ ସେଣ୍ଟ୍ରାଲ ମାର୍କେଟ ସଙ୍ଘ ବିବାଦ । ୧୮ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ ବିଲଡିଂ । ଉଠା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ନେଇ ବିଏମସିର ସମ୍ମତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି…

ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ : ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀ ବିବାଦ । ଆସନ୍ତାକାଲିଠୁ ବନ୍ଦ ହୋଇପାରେ ରାଜଧାନୀର ସବୁ ସ୍ଥାୟୀ ଦୋକାନ । ଆଜି ରାଜଧାନୀର ସମସ୍ତ ବ୍ୟବସାୟୀ ସଂଘର ବୈଠକ ହୋଇଛି । ସମସ୍ୟା ସମାଧାନ ନେଇ ସରକାରଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ମହଲତ…

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ନ ଉଠାଇବା ଯାଏ ଧାରଣା, ଚେତାବନୀ ଦେଲା ବ୍ୟବସାୟୀ ସଂଘ

ଭୁବନେଶ୍ୱର (କେନ୍ୟୁଜ): ପୁଣି ବନ୍ଦ ହେବ ମାର୍କେଟ ବିଲ୍ଡିଂ। ଉଠା ଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଲା ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ…

ଏଠାରେ ୧୦୮ ଥର ବେଢ଼ା ପରିକ୍ରମା କଲେ ପୂରଣ ହୁଏ ଭକ୍ତର ସବୁ ଇଚ୍ଛା, ଦୂର ହୋଇଯାଏ ସବୁ ସଙ୍କଟ

ଇଶ୍ୱର ବିଶ୍ୱାସୀ ମଣିଷ ନିଜ ଭଗବାନଙ୍କକୁ ଯେତିକି ପୂଜା କରନ୍ତି ସେତିକି ଶ୍ରଦ୍ଧା ମଧ୍ୟ କରନ୍ତି। ସେମାନଙ୍କର ବିଶ୍ୱାସ ଥାଏ ଯେ ପ୍ରଭୁଙ୍କୁ ନିମିତ୍ତ ପୂଜା କରି ନିଜ କଷ୍ଟ ବଖାଣିଲେ ପ୍ରଭୁ ତାଙ୍କର ସବୁ ସମସ୍ୟାକୁ ଦୂର କରି ସମସ୍ତ ମନୋକାମନା ପୂର୍ଣ୍ଣ କରିବେ। ତେଣୁ କିଛି ଜଣ ଯେଉଁମାନେ…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ, ବାହାରିପାରିଲାନି ସମାଧାନର ବାଟ

ଭୁବନେଶ୍ବର(କେନ୍ୟୁଜ୍): ମାର୍କେଟ ବିଲ୍ଡିଂ ବନ୍ଦ । କିଏ ବସିବ କିଏ ଉଠିବ ତାକୁ ନେଇ ଚାଲିଛି ଟଣାଓଟରା । ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ମଧ୍ୟରେ ଚାଲିଛି ବିବାଦ । ଉଭୟ ଉଭୟଙ୍କୁ ଲଗାଉଛନ୍ତି ଆରୋପ ପ୍ରତ୍ୟାରୋପ । ଆଜି ବି ଏମ ସି ରେ ଏନେଇ ବସିଥିଲା ଗୁରୁତ୍ବପୁର୍ଣ ବୈଠକ। ଅତିରିକ୍ତ କମିଶନର…