Browsing Tag

bike fire

ସୁପାରି ଦେଇ ପୁଅ ବାଇକରେ ନିଆଁ ଲଗାଇଲା ମା’, ଟଙ୍କା ପାଇଁ ଦୁବୃର୍ତ୍ତଙ୍କ ଆକ୍ରମଣ

ପିଲାମାନେ ବାପା ମା’ଙ୍କର ଅତି ଗେହ୍ଲା ହୋଇଥାନ୍ତି । ପିଲାମାନଙ୍କର ଅଝଟ ପୁରା କରିବା ପାଇଁ ବାପା ମା’ମାନେ ପରିଶ୍ରମ କରି ସବୁ ଇଚ୍ଛାକୁ ପୂରଣ କରନ୍ତି । କିନ୍ତୁ ପିଲାମାନେ ବଡ଼ ହେଲା ପରେ ତାଙ୍କର ଜିଦ୍‌ ବଢ଼ିଯାଏ । ସାଧାରଣତଃ ପୁଅମାନେ ବାଇକ କିଣିବା ପାଇଁ ଅଧିକ ଜିଦ୍‌ କରନ୍ତି । ଏବଂ ବାପା…

ଚଳନ୍ତା ବାଇକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଚାଳକ

ବାରିପଦା(କେନ୍ୟୁଜ): ରାସ୍ତାରେ ଜଳିଗଲା ବାଇକ । ମୟୂରଭଞ୍ଜ ମୋରଡା ବ୍ଲକର ସାପ୍ଲାଇ ଛକ ନିକଟରେ ଚଳନ୍ତା ବାଇକରେ ଲାଗିଗଲା ନିଆଁ । ଆନନ୍ଦପୁର ଅଞ୍ଚଳର ଅଜୟ ଚିତ୍ରଡା ବଜାରକୁ ଯାଉଥିବା ସମୟରେ ହଠାତ ଇଂଜିନରୁ ନିଆଁ ବାହାରିଥିଲା । ଦୁର୍ଘଟଣାରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦମକଳ…

ପ୍ରେମିକ ବାଇକ୍‌ରେ ନିଆଁ ଲଗାଇଦେଲା ପ୍ରେମିକା, ହୁତୁହୁତୁ ହୋଇ ଜଳିଗଲା ବାଇକ୍

ବେଗୁନିଆ(କେନ୍ୟୁଜ): ପ୍ରେମିକ ବାଇକ୍‌ରେ ନିଆଁ ଲଗାଇଦେଲା ପ୍ରେମିକା । ହୁତୁହୁତୁ ହୋଇ ଜଳିଗଲା ବାଇକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଗଁପୁର ଗାଁର ବଜାର ମଝିରେ । କଣ୍ଟାମଳିମ ଗ୍ରାମର ଦୁଇ ଯୁବକ ଯୁବତୀ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିବା ବେଳେ ଗତ କିଛି ବର୍ଷ ହେବ…

ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ, ସୋ ରୁମକୁ ବ୍ୟାପିଲା ନିଆଁ

ଯାଜପୁର ଟାଉନ(କେନ୍ୟୁଜ୍):  ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ।ଯାଜପୁର ଲଳିତେଶ୍ବରନଗର ର ଏକ ବ୍ୟାଟେରୀ ଚାଳିତ ବାଇକ ସୋ ରୁମରେ ଘଟିଛି ଅଘଟଣ। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା। ଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ ମୋଟ ୩…