କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ, ୩ ଗିରଫ
ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ବାଇକ ଚୋର ଗ୍ୟାଙ୍ଗ । ରାଜଧାନୀରେ ମାତିଥିବା ବାଇକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ଥାନା ପୋଲିସ । ୧୫ରୁ ଅଧିକ ଚୋରା ବାଇକ ଜବତ ।ଦିନ ଦ୍ୱିପହରରେ ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲି ସୁବିଧା ଦେଖି ବାଇକ ଚୋରି କରୁଥିଲେ ଅଭିଯୁକ୍ତ ।…