Browsing Tag

bjd padayatra

ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସାମିଲ

ନୟାଗଡ଼ (କେନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାରଙ୍କ ବିକାଶର ବାର୍ତ୍ତା ଓଡ଼ିଶାର ଘରେ ଘରେ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ କରାଯାଉଛି । ଏହି କ୍ରମରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ନୟାଗଡ଼ ଜିଲ୍ଲା ଦଶପଲ୍ଲା…

ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା, ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ

ଭୁବନେଶ୍ୱର(କେନ୍ୟୁଜ୍):ଆଜିଠାରୁ ବିଜେଡିର ଜନସମ୍ପର୍କ ଯାତ୍ରା । ରାଜ୍ୟ ସରକାରଙ୍କ ସଫଳତା ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଆଜି ଗାନ୍ଧି ଜୟନ୍ତୀଠାରୁ ବିଜେଡି ପଦଯାତ୍ରାର ଶୁଭାରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାସେ ଧରି ଚାଲିବ ପଦଯାତ୍ରା । କରୋନା ଯୋଗୁ…

ବିଜେଡି ଏକ ସାମୂହିକ ଆନ୍ଦୋଳନ: ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା କରିବ ଦଳ

ଭୁବନେଶ୍ବର(କେନ୍ୟୁଜ୍): ବିଜେଡି ଏକ ସାମୂହିକ ଆନ୍ଦୋଳନ । ପୂର୍ଣ୍ଣ ଜନ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି । ଗାନ୍ଧି ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା କରିବ ଦଳ । ପ୍ରତି ୱାର୍ଡଠୁ ନେଇ ପଞ୍ଚାୟତ, ବ୍ଲକ ଓ ମ୍ୟୁନିସିପାଲିଟିସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ…

ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା, ଲୋକାଭିମୂଖୀ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଜଣାଇବ ଦଳ

ଭୁବନେଶ୍ବର(କେନ୍ୟୁଜ୍):  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବିଜେଡିର ଜନସଂପର୍କ ପଦଯାତ୍ରା। ଏକମାସ ବ୍ୟାପୀ ଚାଲିବାକୁ ଥିବା ଜନସଂପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବ। ଏହି ସମୟରେ ଅକ୍ଟୋବର ୨ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ, ୯ତାରିଖରେ ଗୋପବନ୍ଧୁ ଜୟନ୍ତୀ, ୧୧ତାରିଖରେ…