Browsing Tag

bjp leader

କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ଗାଡ଼ିରେ ମର୍ମନ୍ତୁଦ ଦୁର୍ଘଟଣା, ୬୨ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ

କର୍ଣ୍ଣାଟକରେ ବିଜେପି ନେତାଙ୍କ ଗାଡ଼ିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁ ଉତ୍ତର ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ କାର୍‌ ଦୁର୍ଘଟଣାର ଶିକାର ହୋଇଛି । ମନ୍ତ୍ରୀଙ୍କ କାର୍‌ ଦ୍ୱାରା ହୋଇଥିବା ଏହି ଦୁର୍ଘଟଣାରେ ୬୨ ବର୍ଷୀୟ ବୃଦ୍ଧ…

ୟୁପି: ଜୌନପୁରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା, ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କ ପତ୍ନୀଙ୍କ ବିପକ୍ଷରେ ଲଢ଼ିଥିଲେ…

ଉତ୍ତର ପ୍ରଦେଶର ଜୌନପୁରରେ ବିଜେପି ନେତା ପ୍ରମୋଦ ଯାଦବଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଚିକିତ୍ସା ଚାଲିଥିବା ସମୟରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ଯାଦବଙ୍କୁ ବିଜେପି ୨୦୧୨ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା । ଏହି ନିର୍ବାଚନରେ ମଲହନୀରୁ…

ମାଓବାଦୀଙ୍କ ବର୍ବରକାଣ୍ଡ: ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ବର୍ବରକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଏପରି ନିର୍ମମ ହତ୍ୟା କରାଯାଇଛି । ମୃତକ ତିରୁପତି କୋଟଲା…

କେରଳରେ ବିଜେପି ନେତାଙ୍କୁ ହତ୍ୟା: ୪ ବର୍ଷ ପରେ ଆସିଲା କୋର୍ଟଙ୍କ ରାୟ, PFIର ୧୫ ସଦସ୍ୟଙ୍କୁ ଫାଶୀ ଦଣ୍ଡାଦେଶ

କେରଳରେ ବିଜେପିର ଜଣେ ନେତାଙ୍କୁ ହତ୍ୟା ମାମଲାରେ କୋର୍ଟ ପାଖାପାଖି ୪ ବର୍ଷ ପରେ ରାୟ ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଏହି ଘଟଣାରେ ସାମିଲ ସମସ୍ତ ଦୋଷୀ ପ୍ରତିବନ୍ଧିତ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌…

୫.୭୬ ମିଲିୟନ ଆମେରିକୀୟ ଡଲାର ଲାଞ୍ଚ ମାମଲା, ପଞ୍ଜାବର ବିଜେପି ନେତାଙ୍କୁ ସମନ ପଠାଇଲା ଇଡି

ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବର ବିଜେପି ନେତା ତଥା ପୂର୍ବତନ ବିଧାୟକ ଅରବିନ୍ଦ ଖାନ୍ନାଙ୍କୁ ସମନ ପଠାଇଛି । ଇଡି ସମନ ଜାରି କରି ଜାନୁୟାରୀ ୩୦ରେ ହାଜର ହେବା ପାଇଁ କହିଛି । ଅରବିନ୍ଦ ଖାନ୍ନାଙ୍କୁ ଏମ୍ବ୍ରାୟର ଦୁର୍ନୀତି ମାମଲାରେ ଯାଞ୍ଚ ପାଇଁ ତଲବ…

ହରିଦ୍ୱାରରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା; ସମ୍ପତ୍ତି ଡିଲିଂକୁ ନେଇ ହତ୍ୟାକାଣ୍ଡ

ଉତ୍ତରାଖଣ୍ଡର ହରିଦ୍ୱାରରେ ଗତ ରାତିରେ ପୂର୍ବତନ ବିଜେପି ନେତା ଅମରଦୀପ ଚୌଧୁରୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ସମ୍ପତ୍ତି ଡିଲିଂକୁ ନେଇ ଅମରଦୀପଙ୍କ ସହଯୋଗୀ ଏବଂ ତାଙ୍କର ଦୁଇପୁଅ ମିଶି ଏହି ହତ୍ୟାକାଣ୍ଡ ଭିଆଇଛନ୍ତି। ଏହି ସମୟରେ ଅମରଦୀପଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କର ଜଣେ ସାଙ୍ଗ…

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ: ବିଜେପି ନେତାଙ୍କୁ କଲେ ହତ୍ୟା

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ…