Below header
Browsing Tag

bjp mp candidate

ବିଜେପି ସାଂସଦ ଭି ଶ୍ରୀନିବାସଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ପ୍ରକାଶ କଲେ ଶୋକ

ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ପରଲୋକ ହୋଇଛି । ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତେବେ ମଲ୍ଟି ଅର୍ଗାନ ଫେଲୟୋର ହେବାରୁ…

ବିଜେପିର ମୋରାଦାବାଦ ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହ ପରଲୋକ, ଆଉଥରେ ହେବ ନିର୍ବାଚନ !

ବିଜେପିର ମୋରାଦାବାଦ ଲୋକସଭା ଆସନ ପ୍ରାର୍ଥୀ କୁଅଁର ସର୍ବେଶ କୁମାର ସିଂହଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେ ଶେଷ ନିଃଶ୍ୱାସ…

ଘୋଷଣା ହେଲା ଓଡିଶାର ୧୮ଟି ଲୋକସଭା ଆସନ : ୪ ସାଂସଦ ବାଦ, ୪ ମହିଳା ଓ ୬ ଆସନରେ ପ୍ରାର୍ଥୀ ବଦଳ

କେନ୍ୟୁଜ(ବ୍ୟୁରୋ) : ଚଳିତ ଓଡିଶା ଲୋକସଭା ନିର୍ବାଚନ( ୨୦୨୪) ପାଇଁ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ କନ୍ଧମାଳ, କଟକ ଓ ଯାଜପୁର ଆଦି ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଘୋଷଣା ହୋଇଥିବା ୧୮ ଜଣ…