ଅର୍ଚ୍ଚନାର କଳା ଟଙ୍କାରେ ମଉଜ କରୁଥିଲା ସ୍ୱାମୀ ଜଗବନ୍ଧୁ: ଘରେ ରଖିଥିଲା ୩ ଲକ୍ଷର ଆମେରିକାନ ମକାଓ ଚଢ଼େଇ, ପିଉଥିଲା…
ଭୁବନେଶ୍ୱର(କେନ୍ୟୁଜ୍): ଖୋଲୁଛି ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଗୁମର ପେଡ଼ି । ତଦନ୍ତ ବଢୁଛି, ତଥ୍ୟ ବାହାରୁଛି । ଅର୍ଚ୍ଚନାର କଳା ଟଙ୍କାରେ ଅୟସ କରୁଥିଲା ସ୍ୱାମୀ ଜଗବନ୍ଧୁ । ଘରେ ରଖିଥିଲା ୩ ଲକ୍ଷ ଟଙ୍କାର ଆମେରିକାନ ମକାଓ ଚଢ଼େଇ। ସତ୍ୟବିହାର ଘରେ ଅଛନ୍ତି ୪ ଲକ୍ଷ ଟଙ୍କା ମୁଲ୍ୟର…