Browsing Tag

Bollywood actor

ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ: ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅନୁପମ ଖେର

ନୂଆଦିଲ୍ଲୀ : ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ । ଟ୍ବିଟ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଲେ ଅଭିନେତା ଅନୁପମ ଖେର । ସତୀଶ କୌଶିକ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ଘନିଷ୍ଠ ବନ୍ଧୁ ଅନୁପମ ଖେର…

ସବୁଠୁ ଅଧିକ କର ଦେଉଥିବା ବଲିଉଡ ତାରକା ଅକ୍ଷୟ କୁମାର, ଏପର୍ଯ୍ୟନ୍ତ ରୋଜଗାର କଲେଣି ୩ ହଜାର କୋଟି

କେନ୍ୟୁଜ୍‌(ବ୍ୟୁରୋ): ଅକ୍ଷୟ କୁମାର ବଲିଉଡ ସୁପରଷ୍ଟାର । ଷ୍ଟଣ୍ଡମ୍ୟାନ ଭାବେ ବଲିଉଡରେ ନା କରିଛନ୍ତି । ତାଙ୍କ ଅଭିନୀତ ସିନେମା ଗୁଡ଼ିକରେ ଜବରଦସ୍ତ ଷ୍ଟଣ୍ଡ ଦେଖିବାକୁ ମିଳିଥାଏ । ଏହାସହ ଆକସନର ଧମାକା ଭିରିକି ରହିଥାଏ । ରୋମାନ୍ସ ସହ କମେଡ଼ିର ପଞ୍ଚ ମଧ୍ୟ ଦେଖିବାକୁ ମିଳିଥାଏ ତାଙ୍କ…

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସପିଟାଲରେ ଭର୍ତ୍ତି ହେଲେ ଅନ୍ନୁ କପୁର, ଡାକ୍ତର କହିଲେ ସୁସ୍ଥ ଅଛନ୍ତି

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫିଲ୍ମ ବଲିଉଡର ଜଣାଶୁଣା ଅଭିନେତା ଅନ୍ନୁ କପୁର ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁବାର ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ଛାତି ସମସ୍ୟା ପାଇଁ ଅଭିନେତାଙ୍କୁ ଆଡମିଶନ କରାଯାଇଥିବା…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ଵଳ ହେଲେ ଅଭିନେତା ଅନୁପମ ଖେର

ପୁରୀ (କେନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଅନୁପମ ଖେର । ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କଲେ । ମହାପ୍ରଭୁଙ୍କ କୃପା ସମସ୍ତଙ୍କ ଉପରେ ରହୁ । ଏଥିସହ ଦେଶର ସମୃଦ୍ଧି ଲାଗି ମଧ୍ୟ ପ୍ରାର୍ଥନା କରିଥିବା କହିଛନ୍ତି ଅନୁପମ ଖେର। ଶ୍ରୀମନ୍ଦିର…