Browsing Tag

Bollywood films

ଫିଲ୍ମ ସୈୟାରା ପ୍ରେମରେ ମତୁଆଲା ହେଲେ ଦର୍ଶକ, ମୋହିତ ସୁରୀଙ୍କ ଏହି ସବୁ ଫିଲ୍ମକୁ ଦେଖିଲେ ଆପଣ ମଧ୍ୟ ପ୍ରେମରେ…

ଫିଲ୍ମ ସୈୟାରା ରିଲିଜ୍ ହେବାର ଏକ ସପ୍ତାହ ହୋଇ ସାରିଲାଣି । କିନ୍ତୁ ଏହାର କ୍ରେଜ୍ ଏପର୍ଯନ୍ତ ଟିକିଏ ହେଲେ କମିନାହିଁ । ତେବେ ଏହି ଫିଲ୍ମଟି ୧୫୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଡାଇରେକ୍ଟର ମୋହିତ୍ ସୁରୀଙ୍କୁ ସମସ୍ତେ ବେଶ୍ ପ୍ରଶଂସା କରୁଛନ୍ତି । କିନ୍ତୁ ଆପଣ ତାଙ୍କର ପୁରୁଣା…

ରିଲିଜ୍ ହେଲା ‘ମଲିକ୍’ ଏବଂ ‘ଆଙ୍ଖୋଁ କି ଗୁସ୍ତାଖିଆଁ’, ଜାଣନ୍ତୁ କେତେ ରୋଜଗାର କଲା ଏହି ଦୁଇ ଫିଲ୍ମ

ଏହି ସପ୍ତାହରେ ଦୁଇଟି ବଲିଉଡ୍ ଫିଲ୍ମ ବଡ଼ ପରଦାରେ ରିଲିଜ୍ ହୋଇଛି । ପ୍ରଥମଟି ହେଉଛି ରାଜକୁମାର ରାଓ ଅଭିନୀତ 'ମଲିକ୍' ଏବଂ ଦ୍ୱିତୀୟଟି ହେଉଛି ବିକ୍ରାନ୍ତ ମାସେ-ଶନୟା କପୁରଙ୍କ 'ଆଙ୍ଖୋଁ କି ଗୁସ୍ତାଖିଆଁ' । ଏହି ଦୁଇଟି ଫିଲ୍ମକୁ ଲୋକଙ୍କଠାରୁ ବହୁତ ଭଲ ରିଭିୟୁ ମିଳିଛି । ଏଥି ସହ ବକ୍ସ…

ଆଜି କରିସ୍ମା କପୁରଙ୍କ ଜନ୍ମଦିନ, ଜାଣନ୍ତୁ କେଉଁ ଫିଲ୍ମ ତାଙ୍କୁ ସୁପରଷ୍ଟାର ବନେଇଥିଲା

କରିସ୍ମା କପୁର ୯୦ ଦଶକର ସବୁଠାରୁ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଯଦିଓ କରିସ୍ମାଙ୍କୁ ବର୍ତ୍ତମାନ ବଡ଼ ପରଦାରେ ବହୁତ କମ୍ ଦେଖିବାକୁ ମିଳୁଛି, କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ସେ ରୂପେଲି ପରଦାରେ ରାଜ କରୁଥିଲେ । କରିସ୍ମା କପୁର ଗତ…

ଖୁବଶୀଘ୍ର ପୁଣିଥରେ ବଡ଼ ପରଦାରେ ରିଲିଜ ହେଉଛି ଫିଲ୍ମ ଧଡ଼କନ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ ଓ ସୁନୀଲ

ଧଡକନ ସିନେମା ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ମସିହାରେ ସିନେମାହଲରେ ରିଲିଜ୍ ହୋଇଥିଲା ଫିଲ୍ମ ଧଡକନ ।  ଏହି ଫିଲ୍ମକୁ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ହୋଇଥିବା ଏକ ସଫଳ ପ୍ରେମ କାହାଣୀ । ପୁଣି ଥରେ ଏହି ଫିଲ୍ମ ଦୀର୍ଘ ୨୫ ବର୍ଷ ପରେ ସିନେମା ହଲରେ ଆସିବାକୁ ଯାଉଛି । ଏହି…

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ବିକିଙ୍କ ଫିଲ୍ମ, ୬ ଶହ କୋଟି ଟଙ୍କା ସଂଗ୍ରହ କଲା ଛାଭା

ବିକି କୌଶଲଙ୍କ ଫିଲ୍ମ ଛାଭା ଏବେ ବି ଖୁବ ଚର୍ଚ୍ଚାରେ ରହିଛି  ।  ସେ ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ଅଭିନୟ କରିଥିଲେ ।  ଫିଲ୍ମ ଛାବା ୧୪ ଫେବୃଆରୀରେ ରିଲିଜ ହୋଇଥିଲା । ସେବେଠାରୁ ଏହି ଫିଲ୍ମଟି ପ୍ରଶଂସକଙ୍କ ହୃଦୟରେ ରାଜ କରିଆସୁଛି । ବିକି କୌଶଲଙ୍କ ଅଭିନୟ ପ୍ରଶଂସକମାନଙ୍କୁ…

‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ, ଟିଜର ଦେଖି ଦର୍ଶକ ଭାବବିହ୍ବଳ

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ ଚାପ୍ଟର ୨’ ର ଟିଜର ରିଲିଜ ହୋଇଛି । ଯାହାର ଟିଜର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ‘କେଶରୀ ଚାପ୍ଟର ୨’  ଦି ଅନଟୋଲ୍ଡ ଷ୍ଟୋରୀ ଜାଲିୱାନାବାଗ୍ ସମ୍ବନ୍ଧୀୟ କାହାଣୀ । ଯେଉଁ କାହାଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ।  …

୨୦୨୫ରେ ଆସୁଛି ବଲିଉଡର ୬ଟି ବଡ ଫିଲ୍ମ, ଜାଣନ୍ତୁ କଣ…

୨୦୨୪ ମସିହାରେ ସିନେମା ପ୍ରେମୀଙ୍କ ପାଇଁ ଭଲ ସମୟ ରହିଥିଲା । କାରଣ ପୁରୁଣା ବର୍ଷରେ ବକ୍ସ ଅଫିସରେ ବହୁତ ବଡ ବଜେଟର ଫିଲ୍ମ ସହ ଅପଡେଟ ଫିଲ୍ମ ରିଲିଜ ହୋଇଥିଲା । କିନ୍ତୁ ଏହି ନବବର୍ଷ ଆପଣଙ୍କ ପାଇଁ ଖାସ ହେବାକୁ ଯାଉଛି । ଏହି ବର୍ଷରେ ବକ୍ସ ଅଫିସରେ କିଛି ଫିଲ୍ମ ଆସିବାକୁ ଯାଉଛି ।…

ଇଣ୍ଡଷ୍ଟ୍ରୀ ଛାଡ଼ିଲେ ବିକ୍ରାନ୍ତ ମେସି ! ଆକ୍ଟିଙ୍ଗରୁ ସନ୍ୟାସ ନେଇ କଲେ ଘୋଷଣା

ବଲିଉଡର ଅନ୍ୟତମ ଟ୍ୟାଲେଣ୍ଟଡ୍ ଅଭିନେତା ହେଉଛନ୍ତି ବିକ୍ରାନ୍ତ ମେସି । ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ପ୍ରକାରର ରୋଲ୍ ପ୍ଲେ କରିଛନ୍ତି ଏବଂ ଦର୍ଶକଙ୍କ ହୃଦୟରେ ସ୍ଥାନ ହାସଲ କରିଛନ୍ତି । କିନ୍ତୁ ଡିସେମ୍ବର ୧ ରେ ବିକ୍ରାନ୍ତ ମେସି ଇଣ୍ଡଷ୍ଟ୍ରୀ ଛାଡିବା ନେଇ ଘୋଷଣା କରିଛନ୍ତି । ସେ…

କାହିଁକି ରି-ରିଲିଜ୍ ହୋଇଥାଏ ଫିଲ୍ମ? ଜାଣନ୍ତୁ କାହା ପାଖକୁ ଯାଏ ଟିକେଟ୍ ରୋଜଗାର ଟଙ୍କା?

ଆଜିକାଲି ପୁରୁଣା ଫିଲ୍ମଗୁଡିକୁ ରି-ରିଲିଜ୍ କରିବାର ଟ୍ରେଣ୍ଡ ଚାଲିଛି । ଯେମିତିକି ବୀର ଜରା, ତୁମ୍ବାଡ୍, ଲୈଲା ମଜନୁ, ରାଜା ବାବୁ, ରକଷ୍ଟାର, ହମ୍ ଆପକେ ହେ କୌନ୍, ସୋଲେ ଭଳି ଫିଲ୍ମ ରି-ରିଲିଜ୍ କରି ବେଶ ଭଲ ଅର୍ଥ ଉପାର୍ଜନ ମଧ୍ୟ କରୁଛନ୍ତି । ସାରା ଦେଶରେ ୧୦୦ ରୁ ଅଧିକ ମଲ୍ଟିପ୍ଲେକ୍ସ…

୨୭ବର୍ଷ ପୂର୍ବରୁ ଓ ୨୭ ବର୍ଷ ପରେ ଆସୁଛି ଅଜୟ ଦେବଗନ ଓ କାଜଲଙ୍କ ଫିଲ୍ମ ଇସ୍କ

ବଲିଉଡର ପ୍ରଭାବଶାଳୀ ଅଭିନେତା ଓ ଅଭିନେତ୍ରୀ କହିଲେ କାଜଲ ଓ ଅଜୟ ଦେବଗନଙ୍କ ନାମ ଆସିଥାଏ । ସେମାନେ ସାଙ୍ଗରେ ବହୁତ ଫିଲ୍ମ କରିଛନ୍ତି । ଏହାପରେ ବାସ୍ତବ ଜୀବନରେ ମଧ୍ୟ ସେମାନେ ବିବାହ କରିଛନ୍ତି । ଏବେ ସେମାନଙ୍କ ଫିଲ୍ମ ଇସ୍କକୁ ୨୭ ବର୍ଷ ହୋଇଗଲାଣି । ଏହା ସେମାଙ୍କର ବିବାହ ବାର୍ଷିକୀର…

ପୁଅ ଅଭିଷେକଙ୍କ ଫିଲ୍ମ ଉପରେ ରିଭ୍ୟୁ ଦେଲେ ବିଗ ବି

ଅଭିଷେକ ବଚ୍ଚନଙ୍କ ଫିଲ୍ମ ଆଇ ୱାଣ୍ଟ ଟୁ ଟକ ସିନେମା ହଲରେ ରିଲିଜ ହୋଇ ସାରିଛି । ସୁଜିନ ସରକାରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ତିଆରି କରାଯାଇଛି । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହିତ ଅହଲ୍ୟା ବାମରୁ, ବନିତା ସିନ୍ଧୁ, ଜନି ଲିବର ପ୍ରମୁଖ କଳାକାରମାନେ ନଜରକୁ ଆସିଥିଲେ । ଏହି…

ସିଂଘମ ଓ ଭୁଲ ଭୁଲେୟାଁ ଥ୍ରୀ ମଧ୍ୟରେ ଆଉ ଏକ ଫିଲ୍ମ ଯିଏକି ୩୦୦ କୋଟି ଆୟ କରିଥିଲା, ଜାଣନ୍ତୁ ତାହା କେଉଁ ଫିଲ୍ମ

ସିଂଘମ ଏଗେନ ଏବଂ ଭୁଲ ଭୁଲେୟାଁ ଥ୍ରୀ ସହିତ ବକ୍ସ ଅଫିସରେ ଆଉ ଏକ ଫିଲ୍ମ ରିଲିଜ ହୋଇଛି । ଯାହା ଏପର୍ଯନ୍ତ ସିନେମା ଘରେ ରହିଛି । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଯାହାକି ଆକ୍ସନ ଓ ଥ୍ରୀଲର ଉପରେ ଆଧାରିତ । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଏହି ଫିଲ୍ମ ଭାରତୀୟ ବକ୍ସ…