Browsing Tag

brahmani river

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ ନଜର ପଡ଼ିଥିଲା ବ୍ରାହ୍ମଣୀ ନଦୀ ଉପରେ । ଇଚ୍ଛା ହୋଇଥିଲା ନଦୀରେ ଟିକେ ଗାଧୋଇବାକୁ । ତେଣୁ ୬ ଜଣ ବନ୍ଧୁ ଜଣ ଜଣ କରି ନଦୀକୁ ଗାଧୋଇବା ପାଇଁ ଡିଆଁ ମାରିଥିଲେ । ହେଲେ ତାଙ୍କର ଏହି…

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ନଦୀରେ ଶୌଚ ହେବା ବେଳେ ଝାମ୍ପିନେଲା

ରାଜନଗର (କେନ୍ୟୁଜ): ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଶୌଚ ହେବା ବେଳେ ଝାମ୍ପିନେଲା କୁମ୍ଭୀର । ରାଜନଗର ଦକ୍ଷିଣଭେଡ଼ା ଗାଁରେ ଆଜି ଏହି ଅଘଟଣ ଘଟିଛି । ନିଖୋଜ ବ୍ୟକ୍ତି ଗାଁର ବାଇଧର ମଲ୍ଲିକ । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ ଅଗ୍ନିଶମ…

ନଦୀରେ ଗାଧୋଉଥିବା ବେଳେ ଅଥଳ ପାଣିରେ ଭାସିଗଲେ, ଯୁବକଙ୍କର ପତ୍ତା ମିଳୁନି

ପଟାମୁଣ୍ଡାଇ (କେନ୍ୟୁଜ୍‌): ନଈରେ ଥରେ ଭାସିଲେ କେହି କୂଳକୁ ଫେରିବେ ତାହା ଅସମ୍ଭବ । ଆମେ ଏଭଳି କହିବାର କାରଣ ହେଉଛି ନଈ ସୁଅରେ ଦୁଇ ଜଣ ଯୁବକ ଭାସି ଯାଇଛନ୍ତି । ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି କିନ୍ତୁ ଯୁବକଙ୍କର ପତ୍ତା ମିଳୁନି । ଯୁବକ ଭାସିଯିବା ପରେ ଘଟଣାସ୍ଥଳରେ…

ହଠାତ୍‌ ମାଡ଼ି ଆସିଥିଲା ବନ୍ୟାଜଳ: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ଫସି ରହିଥିବା ୨ ଯୁବକ

ଢେଙ୍କାନାଳ (କେନ୍ୟୁଜ): ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ଦୁଇ ସିକ୍ୟୁରିଟି ଗାର୍ଡ । ଢେଙ୍କାନାଳ ସଦର ବ୍ଲକ ନୂଆପଡା ଗାଁ ନିକଟ ବ୍ରାହ୍ମଣୀ ନଦୀରେ ୨ଜଣ ସିକ୍ୟୁରିଟି ଗାର୍ଡ ଫସି ରହିଥିଲେ । ଅଗ୍ନିଶମବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର…

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା: ମିଳିଲା ନିଖୋଜ ନାଉରିଆଙ୍କ ମୃତଦେହ

ରାଜନଗର (କେନ୍ୟୁଜ) ରାଜନଗର- ଏକମଣିଆ ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା। ମିଳିଲା ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ। ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁସାରେ ଗତକାଲି ଭାରସାମ୍ୟ ହରାଇ ନଦୀରେ ଓଲଟିଥିଲା ଡଙ୍ଗା ।…