ହାଣ୍ଡିଶାଳର ହାତରେ ଏବେ ହାତୁଡିର କସରତ: ମହିଳାଙ୍କ ହାତରେ ଜୀବନ୍ତ ହେଉଛି ପିତ୍ତଳ ମାଛ
ଭଞ୍ଜନଗର: ହାଣ୍ଡିଶାଳର ହାତରେ, ଏବେ ହାତୁଡିର କସରତ । ପିତ୍ତଳ ଚାଦରକୁ ପିଟିପିଟି ତିଆରି କରୁଛନ୍ତି ଦୁର୍ଲଭ କଳାକୃତି । ଯାହାର ପରିଚୟ, ପୃଥିବୀ ବିଖ୍ୟାତ । ଆମେ କହୁଛୁ, ବିଶ୍ୱପ୍ରସିଦ୍ଧ ପିତ୍ତଳ ମାଛ ବିଷୟରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁର, ଜୟ ଗଣେଶ…