Below header
Browsing Tag

cbse board exam

୨୬ଏପ୍ରିଲରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା

କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯାୟ ପରୀକ୍ଷା ୨୬ଏପ୍ରିଲରୁ ଆରମ୍ଭ ହେବ । ଯଦିଓ ତାରିଖର ଲିଷ୍ଟ ପରେ ଆସିବ । କିନ୍ତୁ ବଡକଥା ପରୀକ୍ଷା ଅଫଲାଇନରେ ହେବ । ପୂର୍ବରୁ କରୋନା କାଳରେ ଦଶମ ଓ ଦ୍ୱାଦଶର ପରୀକ୍ଷା ଦୁଇଟି ପର୍ଯାୟରେ କରିବାକୁ…

CBSE ବୋର୍ଡର ବଡ଼ ନିଷ୍ପତ୍ତି, ପରେ ପରୀକ୍ଷା ଦେଇପାରିବେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ୍ ସିବିଏସଇ ପକ୍ଷରୁ ଟର୍ମ ୧ ବୋର୍ଡ ପରୀକ୍ଷା (CBSE class 10th and 12th Term 1 Board Exam) ର ତାରିଖ ଘୋଷଣା କରାଯାଇଛି। ଏଥିସହ ବୋର୍ଡ ପକ୍ଷରୁ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ…

ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ଦ୍ୱାଦଶ ଅଫଲାଇନ ପରୀକ୍ଷା, ଆଜି ସୁପ୍ରିମକୋର୍ଟରେ ମୂଲ୍ୟାୟନ ଶୁଣାଣି

ନୂଆଦିଲ୍ଲୀ: ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧିନ ଅଫଲାଇନ୍‌ ପରୀକ୍ଷା। ଜୁଲାଇ ୩୧ ତାରିଖରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ସୋମବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା…

ଦିଲ୍ଲୀରେ କରୋନା ଯୋଗୁଁ ସ୍ଥିତି ବେହାଲ, CBSE ବୋର୍ଡ ପରୀକ୍ଷା ରଦ୍ଦ କରିବାକୁ କେନ୍ଦ୍ରକୁ ଦାବି କଲେ କେଜ୍ରିୱାଲ

ଦେଶରେ କରୋନା ଭାଇରସର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ପୁଣି ଥରେ କରୋନା ମହାମାରୀ ଯୋଗୁଁ ସ୍ଥିତି ବେହାଲ ହେଲାଣି। ପ୍ରତିଦିନ ଏଠାରେ କରୋନାର ନୂଆ ମାମଲା ରେକର୍ଡ ଭାଙ୍ଗୁଛି । ଗତ ଦିନରେ ଦିଲ୍ଲୀରେ ୧୧୪୯୧ କରୋନା ମାମଲା ଚିହ୍ନଟ ହୋଇଛି । ୭୨ ଜଣ ଲୋକଙ୍କର…

ସିବିଏସ୍‌ଇ ବୋର୍ଡ ପରୀକ୍ଷା ନେଇ ଆସନ୍ତାକାଲି ଘୋଷଣା ହେବ ତାରିଖ, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷରେ CBSE ବୋର୍ଡ ପରୀକ୍ଷା କେବେ ହେବେ ସେନେଇ ଆସନ୍ତାକାଲି ଜଣାପଡ଼ିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ତାରିଖ କାଲି ସଂଧ୍ୟା ୬ଟାରେ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ।…

CBSE Board Exam : ଆଜି ସନ୍ଧ୍ୟା ୫ଟାରେ ଜାରି କରାଯିବ ଦଶମ ଏବଂ ଦ୍ଵାଦଶ ଡେଟସିଟ

ନୂଆଦିଲ୍ଲୀ : ସିବିଏସଇ ବୋର୍ଡର ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି। ୧ ରୁ ନେଇ ୧୫ ତାରିଖ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶରେ ବାକି ରହିଯାଇଥିବା ପରୀକ୍ଷା ପାଇଁ ଡେଟସିଟର ଘୋଷଣା ଆଜି ସନ୍ଧ୍ୟା ସୁଦ୍ଧା କରିଦିଆଯିବ। ମାନବ ସଂଶୋଧନ ବିକାଶ ମନ୍ତ୍ରୀ…

ଚାଲିଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଆଜି ଇଂରାଜୀ ପରୀକ୍ଷା ଦେଉଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର: ଚାଲିଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଗତ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ସିବିଏସ୍‌ଇ ଏଗ୍‌ଜାମ ଆରମ୍ଭ ହୋଇଛି । ଆଜି ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ପ୍ରତିଦିନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ…

ଆଜିଠୁ ଆରମ୍ଭ ହେଉଛି ସିବିଏସସି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା, ଏଥର ୩୧ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସସିର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଚଳିତ ବର୍ଷ ପ୍ରାୟ ୩୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଓ ଦ୍ୱାଦଶ…

CBSEରେ ବାଜି ମାରିଲେ ଝିଅ, ହସିଂକା ଏବଂ କରିସ୍ମା ହେଲେ ଟପ୍

ଲୋକସଭା ନିର୍ବାଚନ ପାଇଁ ଚଳିତଥର ସିବିଏସସି ପରୀକ୍ଷା ସମୟ ପୂର୍ବରୁ କରାଯାଇଥିଲା। ଯାହାର ରେଜଲ୍ଟ ଆଜି ଘୋଷଣା କରାଯାଇଛି। ଏକା ସହିତ ସିବିଏସସିର ୧୦ଟି ଜୋନର ରେଜଲ୍ଟ ଘୋଷଣା କରାଯାଇଛି। ପରୀକ୍ଷାରେ ସମୁଦାୟ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି। ଚଳିତଥର ପାଖାପାଖି ୧୩ଲକ୍ଷ…

ଜାଆଁଳା ଝିଅଙ୍କୁ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ମିଳିବ ଛାତ୍ରବୃତ୍ତି, ଜାଣନ୍ତୁ ପ୍ରତି ମାସରେ ମିଳିବ କେତେ ଟଙ୍କା

ଜାଆଁଳା ଝିଅ ଥିବା ଅଭିଭାବକଙ୍କ ପାଇଁ ଖୁସି ଖବର। କାରଣ କ୍ରେନ୍ଦୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସସି) ଜାଆଁଳା ଝିଅଙ୍କୁ ଛାତ୍ରବୃତ୍ତି ଦେବା ପାଇଁ ନିର୍ଣ୍ଣୟ ନେଇଛି। ଏହି ଛାତ୍ରବୃତ୍ତି ୨୦୧୯ ମସିହାରୁ ହିଁ ଲାଗୁ ହେବାକୁ ଯାଉଛି। ଏହି ସ୍କଲରସିପରେ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀରେ…

ଖୁସି ଖବର : ଚଳିତ ବର୍ଷର Cbse ବୋର୍ଡର ଦଶମ ଏବଂ ଦ୍ବାଦଶ ପରୀକ୍ଷା ହେବ ସହଜ

ଏହି ବର୍ଷ ସିବିଆଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସହଜ ହେବ। ଏହି କାରଣରୁ ବିଦ୍ୟାର୍ଥୀ ମାନଙ୍କର ପରୀକ୍ଷାପତ୍ରକୁ ପରିବର୍ତ୍ତନ କରାଯାଇଛି। ସିବିଆଇ, ବସ୍ତୁନିଷ୍ଠ ପ୍ରଶ୍ନକୁ ବଢ଼ାଇବା ପାଇଁ ନିଷ୍ପତ୍ତି କରାଯାଇଛି । ପରୀକ୍ଷା ପତ୍ରରେ ୧୦ ପ୍ରତିଶତ ବସ୍ତୁନିଷ୍ଠ ପ୍ରଶ୍ନ ରହିଥାଏ। ବୋର୍ଡ଼ସୂତ୍ରଙ୍କ…