ନାଲକୋରେ ୨୩ତମ ପ୍ରତିଷ୍ଠା ଦିବସ ପାଳନ, ସମସ୍ତ କର୍ମଚାରୀ ଓ ଅଂଶୀଦାରଙ୍କୁ କୃତଜ୍ଞତା ଜଣାଇଲେ ସିଇଓ
ଭୁବନେଶ୍ବର : ଭୁବନେଶ୍ବରରେ ୨୩ତମ ନାଲକୋ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରରେ ‘‘Leadership: The Art of Transforming ’’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ନାଲକୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ, ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ…