Browsing Tag

chandikhol

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର (କେନ୍ୟୁଜ): ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚି ସିଧା ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଟୋଲଗେଟରେ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ, ୧ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ…

ଯାଜପୁର (କେନ୍ୟୁଜ): ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଶ୍ରୀରାମପୁର ଟୋଲଗେଟରେ ବେଆଇନ ଚାନ୍ଦା ଆଦାୟ ଅଭିଯୋଗ। ଏନେଇ ଆସନ୍ତା ୧ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ। ଏନେଇ ଆଜି ଚଣ୍ଡିଖୋଲ ସ୍ଥିତ କାର୍ଯ୍ୟାଳୟରେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ…

ଚଣ୍ଡିଖୋଲ ଫାଣ୍ଡି ପୋଲିସକୁ ସଫଳତା: ଚୋରା ମଟର ସାଇକେଲ ଜବତ ସହ ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ): ଦିନକୁ ଦିନ ବାଇକ ଲୁଟେରାଙ୍କ ପାଦୁର୍ଭାଵ ବୃଦ୍ଧି ପାଇବାରେ ଲାଗିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳ ନୂଆ ସୁଙ୍ଗୁଡ଼ା ଗ୍ରାମରୁ ଛଅ ଗୋଟି ଚୋରା ମଟର ସାଇକେଲ ଜବତ କରିଛି ଚଣ୍ଡିଖୋଲ ଫାଣ୍ଡି ପୋଲିସ। ବିଶେଷ ସୂତ୍ରରୁ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଖବର ପାଇ ଏକ…

ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଦିବସ ସମାରୋହ: ଯୋଗଦେଲେ ଓଡିଶା ହାଇକୋର୍ଟର ବିଚାରପତି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସମାରୋହରେ ଓଡିଶା ହାଇକୋର୍ଟର   ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ  ଅତିଥିଭାବେ ଯୋଗଦେଇ ଉତ୍ସବକୁ ପ୍ରଦୀପ…

ଚଣ୍ଡିଖୋଲ ଚଣ୍ଡିମନ୍ଦିରକୁ ଯାଇ ମାଙ୍କଡଙ୍କୁ ଖାଦ୍ୟ ବାଣ୍ଟିଲେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ

ଯାଜପୁର (କେନ୍ୟୁଜ): ବର୍ଷ ବର୍ଷ ହେବ ଯାଜପୁର ଜିଲ୍ଲା ଚଣ୍ଡିଖୋଲର ମହାବିନାୟକ ଶୈବ ପୀଠ ଓ ଚଣ୍ଡିମନ୍ଦିରରେ ବହୁ ମାଙ୍କଡ ରହି ଆସୁଛନ୍ତି। ବିଶେଷ କରି ଭକ୍ତମାନେ ମନ୍ଦିରକୁ ଆସିବା ସମୟରେ ଏଠାରେ ରହୁଥିବା ମାଙ୍କଡମାନଙ୍କୁ ଖାଦ୍ୟ ପଦାର୍ଥ ଦେଇଥାନ୍ତି। ତେବେ କରୋନା କଟକଣା ହେତୁ ମନ୍ଦିର ବନ୍ଦ…

ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ଜଣା ଚଣ୍ଡିଖୋଲ ବଜାରରୁ ଅନେକ ଲୋକାଲ କେସ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ । ଆଜି ଅପରାହ୍ନ ୨ଟା ସମୟରୁ ଆସନ୍ତା ୧୭ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା…

ବିରଳ ପରମ୍ପରାର ମନ୍ଦିର ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର, ଯେଉଁଠି ଜାଗର ଦିନ ଉପବାସ ରୁହନ୍ତି ପଞ୍ଚଦେବତା

ଯାଜପୁର(କେନ୍ୟୁଜ୍‌): ରାତି ପାହିଲେ ମହାଶିବରାତ୍ରୀ । ଏନେଇ ସଜେଇ ହେଲାଣି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଚଣ୍ଡିଖୋଲର ମହାବିନାୟକ କ୍ଷେତ୍ର । ଏହି ପୀଠର ବିଶେଷତ୍ୱ ହେଉଛି ଏହି ଦିନ ମହାଦେବଙ୍କ ସମେତ ଉଜାଗର ରହିଥାନ୍ତି ପଞ୍ଚଦେବତା । ଭାରତବର୍ଷରେ ଏଭଳି କ୍ଷେତ୍ର ବିରଳ ।…