ପ୍ରଥମ ଜାତୀୟ ମହାକାଶ ଦିବସ : ଆଜିକୁ ପ୍ରାୟ ବର୍ଷେ ତଳେ ଜହ୍ନରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩
ଆଜିକୁ ଠିକ୍ ବର୍ଷେ ପୂର୍ବେ ସମସ୍ତଙ୍କ ମନରେ ଗୋଟିଏ ଭୟ ରହିଥିଲା । ଚନ୍ଦ୍ରଯାନ ୨ର ଅସଫଳତା ପରେ ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ କି ନାହିଁ । କିନ୍ତୁ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା କାମ ଦେଇଥିଲା । ଶେଷରେ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ…