Browsing Tag

Cheetah

ନାମ୍ବିଆ ପରେ ଏବେ ଦକ୍ଷିଣ ଆଫ୍ରିକା! କୁନୋ ଜାତୀୟ ଉଦ୍ୟାନକୁ ଆହୁରି ଆସିବେ ୧୨ ଚିତା; ପ୍ରସ୍ତୁତ ହୋଇଗଲାଣି ନୂତନ…

ମଧ୍ୟ ପ୍ରଦେଶର ଶେଓପୁରସ୍ଥିତ କୁନୋ ନ୍ୟାସନାଲ ପାର୍କରେ ନାମ୍ବିଆରୁ ୮ ଚିତା ଆସିବା ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଚଳିତ ଡିସେମ୍ବରରେ ୧୨ ଚିତା ଆଣିବାକୁ ମଧ୍ୟ ପ୍ରଦେଶ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦକ୍ଷିଣ ଆଫ୍ରିକାର ବନ ଏବଂ ପରିବେଶ ବିଭାଗ…

ଆଫ୍ରିକାରୁ ଅଣାଯାଇଥିବା ୨ ଚିତା କୁନୋ ଜାତୀୟ ଉଦ୍ୟାନରେ କଲେ ନିଜର ପ୍ରଥମ ଶିକାର, ପିଏମ୍‌ ମୋଦି କଲେ ଟ୍ଵିଟ୍‌

କୁନୋ ଜାତୀୟ ଉଦ୍ୟାନରେ ଏକ ବଡ଼ ଏନକ୍ଲୋଜରରେ ଛଡ଼ା ଯିବାର ୨୪ ଘଣ୍ଟା ମଧ୍ୟରେ ଦୁଇ ଆଫ୍ରିକୀୟ ଚିତା ସେମାନଙ୍କର ପ୍ରଥମ ଶିକାର କରିଛନ୍ତି। ନାମ୍ବିଆରୁ ସେପ୍ଟେମ୍ବର ମଧ୍ୟ ଭାଗରେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଆସିଥିଲେ ୮ ଆଫ୍ରିକୀୟ ଚିତା। ଆଇସୋଲେସନ ପାଇଁ ସେମାନଙ୍କୁ ଛୋଟ…

ଖୁସି ଖବର: ଗର୍ଭବତୀ ହେଲା ଚିତା ବାଘ “ଆଶା”, ୭୦ ବର୍ଷ ପରେ ଭାରତ ଭୂମିରେ ଜନ୍ମ ନେବ ଚିତା ଛୁଆ

ନୂଆଦିଲ୍ଲୀ : ନୂଆ ଆଶା ଦେଲା 'ଆଶା' । ଦୁଇ ସପ୍ତାହ ତଳେ ନାମିବ୍ୟାରୁ ଭାରତକୁ ଆସିଛନ୍ତି ୮ ଚିତା । ସେମାନଙ୍କ ମଧ୍ୟରେ 'ଆଶା' ଦେଇଛି ଖୁସି ଖବର । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଚିତା 'ଆଶା' ଏବେ ଗର୍ଭବତୀ । ୭୦ ବର୍ଷ ପରେ ଭାରତ ଭୂମିରେ ଚିତା ଜନ୍ମ ଦେବାକୁ ଯାଉଛି । ଚିତା 'ଆଶା'ର…

କୁନୋ ଉଦ୍ୟାନରେ ଏହି ସବୁ ନାମରେ ଡକା ହେବେ ୮ ଆଫ୍ରିକୀୟ ଚିତା; ପ୍ରଧାନମନ୍ତ୍ରୀ ମୋଦି ଦେଲେ ଗୋଟିଏ ନାଁ

ଆଫ୍ରିକୀୟ ଦେଶ ନାମିବ୍ୟାରୁ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ୮ ଚିତାଙ୍କ ନାମ ସାମ୍ନାକୁ ଆସିଛି। ଏହି ଚିତାମାନଙ୍କ ନାମ ହେଲା, ଓବାନ, ଫ୍ରେଡି, ସାଭନାହ, ଆଶା, ସିବଲି, ସୈସା ଓ ସାଶା। ତେବେ ଏମାନଙ୍କ ମଧ୍ୟରେ ଥିବା ଏକ ମାଈ ଚିତାର ନାମ ‘ଆଶା’ ରଖିଛନ୍ତି ପ୍ରଧାନମନ୍ତ୍ରୀ…

ନାମିବ୍ୟାରୁ ଏକ ସ୍ୱତନ୍ତ୍ର ବିମାନରେ ଚିତା ଆସୁଛି ଭାରତ, ବିମାନ କମ୍ପାନୀ ସେୟାର କଲା ଉଡ଼ାଣର ଚିତ୍ର

ଖୁବ୍ ଶୀଘ୍ର ଦେଶବାସୀ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ନ୍ୟାସନାଲ ପାର୍କରେ ଆଫ୍ରିକୀୟ ଚିତା ଦେଖିବାର ସୁଯୋଗ ପାଇବେ। ନାମିବ୍ୟାରେ ଚିତାକୁ ଭାରତ ଆସିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ସମସ୍ତ ଆଠଟି ଆଫ୍ରିକୀୟ ଚିତା ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଭାରତକୁ ଅଣାଯିବ।…

୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଦୌଡ଼ିବ ଚିତା: ସେପ୍ଟେମ୍ବର ୧୭ରେ ଚିତା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ଭାରତରେ ପୁଣି ଗର୍ଜିବ ଚିତାବାଘ । ୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଦୌଡ଼ିବ ଚିତା। ସେପ୍ଟେମ୍ବର ୧୭ ତାରିଖରେ ଚିତା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଡିଆଖାନା ନିର୍ଦ୍ଦେଶକଙ୍କ ସହ ଆୟୋଜିତ ଜାତୀୟ ସମ୍ମଳନୀରେ ସୂଚନା ଦେଇଛନ୍ତି…