Below header
Browsing Tag

chhatisgarh

ଛତିଶଗଡ଼କୁ ଟ୍ରେନ ବନ୍ଦ, ଓଡିଶା ଆସିବାକୁ ଥିଲେ RTPCR ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ): ଛତିଶଗରୁ ଆସୁଥିବା କିମ୍ବା ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରିବାହୀ ଟ୍ରେନ୍‌ ବାତିଲ କର। ଆସନ୍ତା ୧୦ ତାରିଖଠାରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କେବଳ ଏତିକି ନୁହଁ,…

ମାଲକାନଗିରି: ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ, ୩ ତରିଖରୁ ଗାଁକୁ ଖାଲି କରାଇଦେଇଥିଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ । ଗତ ୩ ତାରିଖ ଦିନ ବିଜାପୁର ତରରେମ ଜଙ୍ଗଲରେ ମାଓବାଦୀଙ୍କ ହମଲା ପରେ ଆଜି ସେମାନେ ଗାଁକୁ ଫେରିଛନ୍ତି । ଛତିଶଗଡ଼ ବିଜାପୁରରେ ମାଓବାଦୀ ହମଲା ରଣନୀତି ଏବେ ପଦାକୁ ଆସିଛି । ହମଲା ପୂର୍ବରୁ ମାଓବାଦୀମାନେ ଜଙ୍ଗଲରେ…

ଛତିଶଗଡ଼ରେ ନକ୍ସଲ ହମ୍‌ଲା,୫ ଯବାନ ସହିଦ

କେନ୍ୟୁଜ୍(ବ୍ୟୁରୋ):  ଛତିଶଗଡ଼ରେ ନକ୍ସଲ ହମ୍‌ଲା । ୫ ଯବାନ ସହିଦ । ଛତିଶଗଡ଼ ବିଜାପୁରରେ ଆଣ୍ଟି ମାଓଇଷ୍ଟ ଅପରେସନ୍‌ ବେଳେ ନକ୍ସଲ-ପୋଲିସ ଗୁଳିବିନିମୟ ହୋଇଥିଲା। ତରିମ ଅଞ୍ଚଳରେ ସିଆରପିଏଫ୍‌ କୋବ୍ରା ବାହିନୀ, ଡିଆରଜି ଓ ଏସଟିଏଫ୍‌ ବାହିନୀର ମିଳିତ ଅପରେସନ୍‌ ବେଳେ ଯବାନଙ୍କ ଉପରକୁ…

ଝିଅ ପାଇଁ ଯୋଗ୍ଯ ବରପାତ୍ର ଖୋଜୁଛନ୍ତି ଛତିଶଗଡ ମୁଖ୍ଯମନ୍ତ୍ରୀ, ସାର୍ବଜନୀନ କାର୍ଯ୍ଯକ୍ରମରେ କଲେ ଘୋଷଣା

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜ ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି। ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଏକଥା ଘୋଷଣା କରି ଜନତାଙ୍କୁ ଏ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଳିତ କନ୍ୟା ତଥା କସଡୋଲ କଂଗ୍ରେସ ବିଧାୟିକା ଶକୁନ୍ତଳା ସାହୁଙ୍କ ପାଇଁ ଯୋଗ୍ୟ ପାତ୍ର…

ନୂଆବର୍ଷରେ ଏହି ରାଜ୍ଯ କର୍ମଚାରୀଙ୍କୁ ମିଳିଲା ନୂଆ ଉପହାର, ବର୍ଦ୍ଧିତ ଦରମା ସହିତ ମିଳିବ ୬ ମାସର ବେତନ

ନୂଆବର୍ଷ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି। ଛତିଶଗଡ ସରକାର ରାଜ୍ଯ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ବର୍ଦ୍ଧିତ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୭ମ ବେତନ କମିଶନ ଅନୁଯାୟୀ, ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ଯ କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦ ଠାରୁ ଜାନୁଆରୀ…

ଛତିଶଗଡ଼ ସୁକମାରେ IED ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୯ ଯବାନ ଗୁରୁତର ଆହତ

ଶନିବାର ରାତିରେ ଛତିଶଗଡର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ, ‘କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍’ (କୋବ୍ରା) ବାଟାଲିୟନ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ବେଳେ ଅନ୍ୟ ୭ ଜଣ…

ଗାଁ ରେ ପହଞ୍ଚି ପାରୁନଥିଲା ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ଏମିତି ବୋହି ନେଇକି ଗଲେ ସ୍ୱାସ୍ଥ୍ୟକର୍ମୀ, ଦେଖନ୍ତୁ ଭିଡିଓ

ଆଜିବି ଅନେକ ଗ୍ରାମ ରହିଛି ଯାହା ଏବେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ । ଗାଁରେ ପହଞ୍ଚିବା ପାଇଁ ରାସ୍ତା ନାହିଁ । ଛତିଶଗଡର କୋଣ୍ଡାଗାଓନରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ଭାରରେ ବୁହାଇ 3 କିଲୋମିଟର ପର୍ଯ୍ୟନ୍ତ ଡାକ୍ତରଖାନାକୁ ନିଆଯାଇଛି ।…

ଆରପାରିରେ ଛତିଶଗଡ଼ର ପୂବର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ, ଦୀର୍ଘ ଦିନ କୋମାରେ ରହିବା ପରେ ଆଜି ହୃଦ୍‌ଘାତରେ ହରାଇଲେ…

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ।   ଅନେକ  ଦିନ ଧରି କୋମାରେ ରହିବା ପରେ ଆଜି ଅପରାହ୍ନ ସାଢ଼େ ୩ଟାରେ ରାୟପୁର ନାରାୟଣୀ ହସ୍ପିଟାରେ ବୁଜିଲେ ଆଖି, ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ଆଜି ତାଙ୍କର ଦୁଇ ଥର ହୃଦ୍‌ଘାତ ହୋଇଥିଲା ଅଜିତ ଯୋଗୀଙ୍କ ବିୟୋଗରେ…

ମାଓବାଦୀଙ୍କ ଶୋଭାଯାତ୍ରା, ଜାରି କଲେ ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ଡକ୍ୟୁମେଣ୍ଟାରୀ

ଛତିଶଗଡ଼ (କେନ୍ୟୁଜ ବ୍ୟୁରୋ): ମାଓବାଦୀଙ୍କ ବର୍ବରତା । ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲାର ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ମାଓ ସଂଗଠନ ପ୍ରସ୍ତୁତ କରିଛି ୧୨ ମିନିଟର ଡକ୍ୟୁମେଣ୍ଟାରୀ । ଯେଉଁଥିରେ ମୀନପା ଜଙ୍ଗଲରେ ଗୁଳି ବିନିମୟ ସମୟର କିଛି…

ପରକୀୟା ପ୍ରୀତି ପରେ ଲୁହାଛଡରେ ପିଟିପିଟି ମାରିଦେଲେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ,ସ୍ୱୀକାର କଲେ ଦୋଷ

କେନ୍ୟୁଜ୍(ବ୍ୟୁରୋ): ଲିଭ୍‌ ଇନ୍‌ । ବିବାହ ପ୍ରସ୍ତାବ । ବିଭତ୍ସ ହତ୍ୟାକାଣ୍ଡ । ସାଙ୍ଗରେ ରହୁଥିଲେ ହେଲେ ବିବାହ ହେବାକୁ ରାଜି ନଥିଲେ । ସିନ୍ଦୁର ଦେବାକୁ କହି ଜଙ୍ଗଲରେ ମାରିଦେଲେ । ପରକୀୟା ପ୍ରୀତି ପରେ ଲୁହାଛଡରେ ପିଟିପିଟି ମାରିଦେଲେ । ପରେ ମୁହଁ ଉପରେ ଚଢ଼ାଇଦେଇଥିଲେ ବୋଲେରୋ ଗାଡି ।…

ପରମ୍ପରାକୁ ସମ୍ମାନ ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ, ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ…

କେନ୍ୟୁଜ୍(ବ୍ୟୁରୋ):  ପରମ୍ପରାକୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ । ଛତିଶଗଡ ଜଂଜଗିରି ଗାଁରେ ଗୋବର୍ଦ୍ଧନ ପୂଜା ବେଳେ ଚାବୁକରେ ମାଡ ଖାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଗୌରାଗୌରୀ ପୂଜା ବେଳେ ପ୍ରତ୍ୟକ ଭକ୍ତ ଚାବୁକରେ ମାଡ ଖାଇ କଷ୍ଟ ଅନୁଭବ ହେଲେ ସବୁ ପାପ ଧୋଇଯାଇଥାଏ ବୋଲି…

ଅନ୍ଧବିଶ୍ୱାସ ଯୋଗୁଁ ପ୍ରସୂତିଙ୍କ ଶବକୁ କାନ୍ଧ ଦେଲେନି ପୁରୁଷ, ମହିଳାମାନେ କଲେ ଅନ୍ତିମ ସଂସ୍କାର

ଛତିଶଗଡ : ମଣିଷ ଏକବିଂଶ ଶତାବ୍ଦୀରେ ରହି ମଧ୍ୟ ଅନ୍ଧବିଶ୍ୱାସ ଭିତରେ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଛତିଶଗଡର କାଙ୍କରର ତୁମସନାର ଗ୍ରାମରେ। ଏଠାରେ ଏହି ଅନ୍ଧବିଶ୍ୱାସ ଯୋଗୁଁ ଜଣେ ମୃତ ପ୍ରସୂତିଙ୍କ ଶବକୁ କାନ୍ଧରେ ନେବା ଏବଂ ଅନ୍ତିମ ସଂସ୍କାର କରିବା ପାଇଁ ମନା…