Browsing Tag

child care

ପିଲାଙ୍କୁ ଅନୁଶାସିତ କରିବା ଚକ୍କରରେ ଅଭିଭାବକ କରି ବସନ୍ତି ଏହିସବୁ ଭୁଲ୍‌, ଜାଣନ୍ତୁ କ’ଣ

ଆଜିକାଲି ଅଧିକାଂଶ ଜିନିଷ ଡିଜିଟାଲ ଏବଂ ଗାଜେଟ୍‌ର ବହୁତ ବ୍ୟବହାର ଯୋଗୁଁ ବହୁତ ଜିନିଷ ସହଜ ହୋଇଯାଇଛି। କିନ୍ତୁ ଏହାର ନକାରାତ୍ମକ ପ୍ରଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଛି। ପ୍ରତିଯୋଗିତାର ଏହି ଦୁନିଆରେ ନିଜ ପିଲାଙ୍କୁ ସବୁକିଛି ଶିଖେଇବା ପାଇଁ ଅଭିଭାବକ କିଛି ବି କରିବାକୁ ପ୍ରସ୍ତୁତ…

କରୋନାର ଏହି ମୁସ୍କିଲ ସମୟରେ ନିହାତି ଧୁଅନ୍ତୁ ନିଜ ପିଲାର ଖେଳଣା, ଏମିତି କରନ୍ତୁ ସଫା

କରୋନାର ଦ୍ୱିତୀୟ ଲହରୀ ବହୁତ ବିପଦଜନକ ରହିଛି। ଏଥିରେ ବଡ଼ଙ୍କ ସହିତ ପିଲାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। କରୋନା ସଂକ୍ରମଣ ଏବେ ଯୁବଗୋଷ୍ଠୀ ଏବଂ ପିଲାଙ୍କଠାରେ ଦେଖାଯାଉଛି। ଏମିତି ସ୍ଥିତିରେ ଜରୁରୀ କି, ଆପଣ ନିଜ ପିଲାର ସଫାସୁତରା ସହ ଜଡ଼ିତ ଜିନିଷକୁ ଅଣଦେଖା ନ କରନ୍ତୁ। ଯଦି ଆପଣଙ୍କ ଘରେ…

ଶିଶୁ ଖଟରୁ ପଡ଼ିଗଲେ ଜାଣନ୍ତୁ କ’ଣ କରିବେ, ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ

ଶିଶୁମାନେ ଅଧିକାଂଶ ସମୟ ଖଟ ଉପରେ ଖେଳୁଥିବା ବେଳେ ନଚେତ୍‌ କଡ ଲେଉଟିବା ବେଳେ ତଳେ ପଡ଼ିଯାଆନ୍ତି। ଛୋଟ ପିଲାମାନେ ବହୁତ ଚଞ୍ଚଳ ହୋଇଥାଆନ୍ତି। ଅନେକ ଥର ଏପରି ହୋଇଥାଏ କି, ହାଲୁକା ମୁଭ୍‌ମେଣ୍ଟରେ ବି ଶିଶୁ ବେଡ୍‌ ତଳକୁ ପଡ଼ିଯାଆନ୍ତି। ଏହି କାରଣରୁ ସେମାନଙ୍କୁ ଭିତରୁ ଆଘାତ ଲାଗିଥାଏ। ଅନେକ…

Parenting Tips: ଛୋଟ ଛୁଆଙ୍କୁ ଏହି ସବୁ ଜିନିଷଠୁ ରଖନ୍ତୁ ଦୂରେଇ, ଗଳାରେ କିଛି ଅଟକିଗଲେ ତୁରନ୍ତ ଆପଣାନ୍ତୁ ଘରୋଇ…

ଛୋଟ ଛୁଆଙ୍କୁ ଏନର୍ଜି ବଲ୍‌ କୁହାଯାଇଥାଏ। ସେମାନେ ପ୍ରତ୍ୟେକ ନୂଆ ଜିନିଷକୁ ନେଇ ଉତ୍ସାହିତ ଥାଆନ୍ତି। ପିଲାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ସମ୍ଭବ ହୋଇ ନ ଥାଏ ଏବଂ ଏଥିପାଇଁ କେବେ କେବେ ଏମିତି କିଛି ଭୁଲ୍‌ ହୋଇଯାଏ, ଯଦ୍ଦ୍ଵାରା ପ୍ୟାରେଣ୍ଟସ୍‌ଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ…

ଆପଣଙ୍କ ପିଲା ବି ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍‌ ଖେଳୁନାହିଁ ତ! ଜାଣନ୍ତୁ ଏହାର କୁପ୍ରଭାବ ଓ ମୁକ୍ତି ପାଇବା ଉପାୟ

ଏବେ ଟେକ୍ନୋଲୋଜିର ଯୁଗ। ଏଣୁ ବର୍ତ୍ତମାନର ପିଲାମାନେ ସବୁ ଜିନିଷକୁ ଡିଜିଟାଲି କରିବା ଆରମ୍ଭ କରି ଦେଲେଣି। ପାରମ୍ପରିକ ଖେଳକୁଦ ଛାଡ଼ି ମୋବାଇଲ, ଭିଡିଓ ଗେମ୍‌ ଓ କମ୍ପ୍ୟୁଟର ପଛରେ ମାତିଛନ୍ତି ଏବେକାର ପିଲାମାନେ। ଅଧିକ ସମୟ ଏହି ଗେମ୍ସ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ…

ଖାଇବା ବେଳେ ପିଲା ନଖରାମି ଦେଖାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ ସବୁ; ପୋଛିପାଛି ଖାଇଦେବେ ପିଲେ

ପିଲାଙ୍କର ଖାଇବା ପିଇବାକୁ ନେଇ ବାପା ମା’ମାନେ ସବୁବେଳେ ଚିନ୍ତିତ ଥାଆନ୍ତି। କାରଣ ପିଲାମାନେ ଠିକ୍‌ ଭାବେ ଖାଇନଥାନ୍ତି। ପ୍ଲେଟ୍‌ରେ ଦିଆଯାଉଥିବା ଖାଦ୍ୟକୁ ପିଲାମାନେ ଅଧାରେ ଛାଡ଼ି ଦେଇ ଚାଲିଯାଆନ୍ତି। ଏଣୁ ସବୁବେଳେ ମା’ମାନେ ପିଲାଙ୍କୁ କ’ଣ ଖାଇବାକୁ ଦେବେ ତାହା ଭାବି ଚିନ୍ତାରେ…

ବୋତଲରେ ଶିଶୁକୁ କ୍ଷୀର ପିଆଇବା ଆଗରୁ ଜାଣି ରଖନ୍ତୁ ଏହି ୫ଟି ଗୁରୁତ୍ୱପୂର୍ଣ୍ଣ କଥା

କୁହାଯାଏ, ଯେବେ ଶିଶୁ ୬ ମାସର ହୋଇଯିବ, ସେତେବେଳେ ତାକୁ ବୋତଲରେ କ୍ଷୀର ପିଆଇବା ଉଚିତ। କିନ୍ତୁ ବୋତଲରେ କ୍ଷୀର ପିଆଇବା ଦ୍ୱାରା ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧରେ କହିବାକୁ ଯାଉଛୁ। ୧. ବୋତଲରେ କ୍ଷୀର ପିଆଇବା ଦ୍ୱାରା…

ଶିଶୁର ଥକ୍କାପଣ ଦୂର କରେ ବାଦାମ ତେଲ ମାଲିସ, ଅନେକ ସମସ୍ୟା ହେବ ଦୂର

ନିଜର ଶିଶୁ ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି ବାପା ମା’। ଖାସ୍‌ କରି ଛୋଟ ଶିଶୁଙ୍କୁ ନେଇ। ନବଜାତ ଶିଶୁ ଠାରୁ ଆରମ୍ଭ କରି ତିନି ବର୍ଷ ପର୍ଯ୍ୟନ୍ତ ବାପା ମା’ ଶିଶୁର ଅଧିକ ଦେଖାଶୁଣା କରନ୍ତି। ଏମିତିରେ ପିଲାର ସ୍ୱାସ୍ଥ୍ୟକୁ ଭଲଭାବେ ଯତ୍ନ ନେବା ସହ ସାବଧାନତା ଅବଲମ୍ବନ କରିବା ଉଚିତ।…

ପଢ଼ିବା ବେଳେ ପିଲାଙ୍କୁ ଡର ଲାଗୁଥିଲେ ଜଳାନ୍ତୁ ଏହି ରଙ୍ଗର କ୍ୟାଣ୍ଡେଲ, ଦୂର ହେବ ଭୟ

ପିଲାମାନେ ପଢ଼ିବା ବେଳେ ବହୁତ ଦୁଷ୍ଟାମୀ କରିଥାନ୍ତି, ଯାହା ତାଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜେ। ବେଳେବେଳେ ପଢ଼ିବା ବେଳେ ପିଲାମାନେ ଡରିଥାନ୍ତି, ଯାହାକୁ ଅଭିଭାବକ ଭାବନ୍ତି ଯେ ସେ ବାହାନା କରୁଛି। ମାତ୍ର ପ୍ରକୃତରେ ତାହା ବାହାନା ନୁହେଁ ବରଂ ସତ। ଯଦି ଆପଣଙ୍କ ପିଲା ବି ପଢ଼ିବା ବେଳେ ଭୟ…

ବର୍ଷାଦିନେ ଏମିତି ନିଅନ୍ତୁ ପିଲାଙ୍କ ଆଖିର ଯତ୍ନ, ହେବନି ସଂକ୍ରମଣ

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ସମୟରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ନଚେତ୍‌ ଜ୍ୱର ଥଣ୍ଡା ହେବାର ଆଶଙ୍କା ରହିଛି। ତେବେ ବର୍ଷା ବେଳେ ଆମେ ବାହାରର ଖାଦ୍ୟପେୟ ଓ ନ ଭିଜିବା ଭଳି ସାବଧାନତା ତ ଆପଣାଇଥାଉ କିନ୍ତୁ ଆଖିକୁ ଭୁଲିଯାଉ। ମାତ୍ର…