Browsing Tag

children and parents

ପିଲାଙ୍କ ଜିଦ୍‌ ଅଭ୍ୟାସକୁ ଦୂରେଇବା ପାଇଁ ସ୍ମାର୍ଟ ଉପାୟରେ କରନ୍ତୁ ଡିଲ୍‌, ତୁରନ୍ତ ଚୁପ ହେବେ ପିଲା

କିଛି ପିଲାଙ୍କର ଅଧିକ ଜିଦ କରିବା ପ୍ରକୃତି ରହିଥାଏ । ଏଭଳି ପରିସ୍ଥିତିରେ ପିଲାମାନେ ଘରେ ସବୁବେଳେ ନିଜ ବାପା ମା’ଙ୍କ ସାମ୍ନାରେ ଜିଦ୍‌ କରିଥାନ୍ତି । କିନ୍ତୁ ବେଳେବେଳେ ପିଲାମାନେ ବାହାର ସ୍ଥାନରେ ଲୋକମାନଙ୍କ ସାମ୍ନାରେ ମଧ୍ୟ ଜିଦ୍‌ କରିବା ଆରମ୍ଭ କରନ୍ତି । ଯେଉଁଥିପାଇଁ ବାପା ମା’ଙ୍କୁ…

ସ୍ୱିଗି କି ଜମାଟୋ ନୁହେଁ, ମା ହାତର ସ୍ୱାଦିଷ୍ଟ ଖାଦ୍ୟ ଖାଇବେ ପିଲା: କେରଳ ହାଇକୋର୍ଟ

କେରଳ ହାଇକୋର୍ଟ ଜଷ୍ଟିସ ପି.ବି କୁନ୍ହିକୃଷ୍ଣନ ପିଲାମାନଙ୍କ ପାଇଁ ରନ୍ଧା ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ସ୍ୱିଗି କି ଜମାଟୋରୁ ଖାଦ୍ୟ ଅର୍ଡର ନ କରି ଅଭିଭାବକମାନଙ୍କୁ ହାତ ତିଆରି ଖାଦ୍ୟ କରି ପିଲାମାନଙ୍କୁ ଖୁଆଇବା ପାଇଁ କହିଛନ୍ତି । ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବାରୁ…

ଅଭିଭାବକଙ୍କ ପାଇଁ ଟିପ୍ସ: ପିଲାଙ୍କ ସାମ୍ନାରେ କେବେବି କୁହନ୍ତୁନି ଏହି କଥା, ପଡିପାରେ ଭବିଷ୍ୟତ ଉପରେ ଖରାପ ପ୍ରଭାବ

ବେଳେ ବେଳେ ଅନେକ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାମାନଙ୍କ ସାମ୍ନାରେ ଏମିତି କିଛି କଥା କୁହନ୍ତି ଯାହା ତାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ କିଛି ଜିନିଷ କଥା ହେବା ସମୟରେ କିଛି କଥା ଉପରେ ଗୁରୁତ୍ବ ଦେବା ନିହାତି ଦରକାର୍। ବେଳେବେଳେ କ୍ରୋଧ, ରାଗ କିମ୍ବା…

ପିଲାଙ୍କଠାରେ ସ୍ୱଳ୍ପ ଦୃଷ୍ଟିଶକ୍ତି ସମସ୍ୟା ବହୁତ ବିପଜ୍ଜନକ! ବେଳ ହୁଁ ହୁଅନ୍ତୁ ସାବଧାନ; ଏମିତି କରନ୍ତୁ ପ୍ରତିକାର

ଆଜିକାଲି ଛୋଟ ପିଲାଙ୍କଠାରେ ସ୍ୱଳ୍ପ ଦୃଷ୍ଟିଶକ୍ତି (ଲୋ ଭିଜନ) ସମସ୍ୟା ବହୁତ ଦେଖା ଯାଉଛି। ସାଧାରଣତଃ ଏହି ସମସ୍ୟା ଖରାପ ଜୀବନଶୈଳୀ, ଅଧିକ ମାତ୍ରାରେ ପାଠ ପଢ଼ିବା, ଟିଭି କିମ୍ବା ମୋବାଇଲ ଦେଖିବା ନିଶା ଯୋଗୁ ଦେଖା ଯାଉଛି। ତେବେ ଏହି ସମସ୍ୟାର କିଛି ବିଶେଷ ଲକ୍ଷଣ ଥାଏ। ଉଦାହରଣ ସ୍ୱରୂପ,…

ପିଲାଙ୍କ ସାମ୍ନାରେ କେବେବି କରନ୍ତୁ ନାହିଁ ଏହି ୫ କାମ, ମସ୍ତିଷ୍କ ଉପରେ ପଡିଥାଏ ଖରାପ ପ୍ରଭାବ

କୁହାଯାଏ ଯେ ପିଲାମାନେ ଯାହା କିଛି ଦେଖନ୍ତି ସେଇଟାକୁ ହିଁ ଶିଖନ୍ତି। ଏଥିପାଇଁ କୁହନ୍ତି କେବେବି ସେମାନଙ୍କ ସାମ୍ନାରେ ସେହି ସବୁ କାମ କରନାହିଁ, ଯାହାଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିବ। ଯେମିତିକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲେ କେତେକ ଥର ପିଲା ମାନଙ୍କ ଉପରେ ରାଗ…