ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ୍ଙ୍କ ହୃଦଘାତରେ ଦେହାନ୍ତ
ଚୀନର ପୂର୍ବତନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚୀନ୍ ସରକାରୀ ଗଣମାଧ୍ୟମ ମୁତାବକ, କେକିୟାଙ୍ଗଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଲି କେକିୟାଙ୍ଗ ଛୁଟି କାଟିବା ପାଇଁ ଗତ କିଛି ଦିନ ଧରି ସାଂଘାଇରେ ଥିଲେ। ଅକ୍ଟୋବର ୨୬ରେ ହଠାତ୍ ସେ ହୃଦଘାତର ଶିକାର…