ରାଜସ୍ଥାନର ପୂର୍ବତନ ସିଏମ୍ ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀଙ୍କ ନିଧନ, ୯୩ ବର୍ଷରେ ନେଲେ ଶେଷ ନିଃଶ୍ୱାସ
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ଼ ଭଉଣୀ ବିମଳା ଦେବୀ କଚ୍ଛାଓ୍ଵାଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି । ବିମଳା ଦେବୀ ଗତ ଅନେକ ଦିନରୁ ଅସୁସ୍ଥ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ୍ କରି ଲେଖିଛନ୍ତି, 'ମୋ ବଡ଼ ଭଉଣୀଙ୍କ ବିୟୋଗ ମୋ ପାଇଁ ସବୁଦିନ…