ଛତିଶଗଡର ପୂର୍ବତନ ସିଏମ ଭୁପେଶ ବାଗେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କରିଛି ଇଡି
ରାୟପୁର : ଆଜି ସକାଳ ସମୟରେ ଛତିଶଗଡ଼ରେ ଇଡି ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଭିଲାଇସ୍ଥିତ ବାସଭବନରେ ପହଞ୍ଚିଥିଲା । କିଛି ଘଣ୍ଟା ପଚରାଉଚରା ପରେ, ଇଡି ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ହେପାଜତକୁ ନେଇ ରାୟପୁର ଚାଲିଯାଇଛି । …