Below header
Browsing Tag

CM Naveen

ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ଯୋଗାଇଦିଅ: ମୋଦିଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପ୍ରଭାବିତ ୧୪ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବାସ ଯୋଜନା ନେଇ ଚିଠି ଲେଖିଛନ୍ତି। ଫନିରେ ପ୍ରଭାବିତ ହୋଇନଥିବା ଜିଲ୍ଲାଗୁଡ଼ିକରୁ ୬ଲକ୍ଷ ପରିବାରଙ୍କୁ ଘର ଯୋଗାଇ ଦେବାକୁ…

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି: ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଶିଶୁଙ୍କ ଯତ୍ନ ନେଇ ଡାକ୍ତରଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ। ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଶିଶୁଙ୍କ ଉଚିତ୍‌ ଯତ୍ନ ପାଇଁ ସବୁ ପ୍ରକାର ସମ୍ବଳ ଏକାଠି କରାଯାଉଛି। ଏହି ଅବସରେ ସେକେଣ୍ଡ…

ପଞ୍ଚମପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ, ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ…

କେନ୍ୟୁଜ୍(ବ୍ୟୁରୋ):  ପଞ୍ଚମପାଳିର ଦ୍ବିତୀୟ ବର୍ଷ ପୂରା କରିଛନ୍ତି ନବୀନ ସରକାର। ଏହି ଅବସରରେ ମନ୍ତ୍ରୀସ୍ତରୀୟ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି:- ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର…

ନୂତନ ଓଡ଼ିଶାର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚମ ପାଳି ସରକାରକୁ ଆଜି ପୂରିଛି ଦୁଇ ବର୍ଷ

କେନ୍ୟୁଜ୍(ବ୍ୟୁରୋ):  ୨୦୧୯, ମେ ୨୯ । ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ପଞ୍ଚମ ପାଳି ସରକାରକୁ ପୂରିଛି ଦୁଇ ବର୍ଷ । ବାତ୍ୟା ଓ କୋଭିଡ୍‌ ମୁକାବିଲା ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇଛି । ଦୁଇ ବର୍ଷରେ ଆସିଛି ତିନିଟି ବାତ୍ୟା । ନବୀନ ପଞ୍ଚମ ଥର…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି…

ତୃଣମୂଳ ସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଯେଉଁ ନୀତି ଅବଲମ୍ବନ କରି ଆସିଛେ, ସେହିପରି କୋଭିଡ୍‌ ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ପ୍ରସ୍ତୁତ ରହିବା ଦରକାର। ତୃଣମୂଳସ୍ତରରେ ପରିସ୍ଥିତି ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ…

ପୋଲିସ, ଦମକଳ ଓ ଆମ୍ବୁଲାନ ସେବା ପାଇଁ ଡାଏଲ୍‌ କରନ୍ତୁ ୧୧୨

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀହେଲା ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର। ଏଣିକି ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ଭଳି ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ୧୧୨। ରାଜ୍ୟବାସୀଙ୍କ ଅତ୍ୟାବଶକ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ…

ନବୀନ ନିବାସ ନିକଟରେ ବିଜେପି ବିଧାୟକଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଖୁବ ଶୀଘ୍ର ଡକାଯିବ ସର୍ବଦଳୀୟ…

କେନ୍ୟୁଜ୍(ବ୍ୟୁରୋ):  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ବିଜେପି ବିଧାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ କିଛି ବିଧାୟକ ଆଲୋଚନାରେ ସାମିଲ ହୋଇଥିଲେ । ନବୀନ ନିବାସ ନିକଟରେ ବିଜେପି ବିଧାୟକମାନେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଶିଶୁ ମହିଳାଙ୍କ ବରୋଧରେ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଶାଖା: ୬୨ଟି ପଦବୀକୁ ମଞ୍ଜୁରୀ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଶିଶୁ ମହିଳାଙ୍କ ବରୋଧରେ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ଶାଖା ଖୋଲିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୬୨ଟି ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହ ସାଇବର ଫରେନସିକ୍‌ ଓ IT…

ଦେଶରେ ୭ଟି ବ୍ୟାଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଛି ଆକାଉଣ୍ଟ, ଜାଣନ୍ତୁ ସମୁଦାୟ କେତେ ସମ୍ପତ୍ତିର ମାଲିକ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି । ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି । CMO ୱେବସାଇଟରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି । ଦେଶରେ ୭ଟି ବ୍ୟାଙ୍କରେ ନବୀନଙ୍କ ରହିଛି ଆକାଉଣ୍ଟ ।…

ଜୀବିକା ଯୋଜନା ସମୀକ୍ଷା, ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ ବ୍ୟୁରୋ : ଜୀବିକା ଯୋଜନାରେ ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହିତାଧିକାରୀମାନେ ଯେପରି ଠିକ ସମୟରେ ମଜୁରୀ ପାଇବେ ସେଥିପ୍ରତି ଗୁରୁତ୍ୱ ଦିଅ। ହିତାଧିକାରୀଙ୍କୁ ନିୟମିତ ଫୋନ କରି ମଜୁରୀ ବିଷୟରେ…