Browsing Tag

coaching center

ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାପ କମାଇବା ପାଇଁ ସୁପ୍ରିମକୋର୍ଟ ଆଣିଲେ ଗାଇଡଲାଇନ

ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନହାରିବା ଏକ ବ୍ୟବସ୍ଥାପକ ବିଫଳତା ବୋଲି ସୁପ୍ରିମକୋର୍ଟ ମତପ୍ରକାଶ କରିବା ସହିତ ଜୀବନ ହାରିବା ରୋକିବାକୁ ୧୫ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଦେଶର ସବୁ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟରରେ ଲାଗୁ…

ରାଉସ୍ ଷ୍ଟଡି ସର୍କଲ ମାମଲା: ସିଇଓ ଅଭିଷେକ ଗୁପ୍ତାଙ୍କୁ ନିୟମିତ ଜାମିନ ଦେଲେ କୋର୍ଟ

ରାଉସ୍ ଆଇଏଏସ୍ ଷ୍ଟଡି ସର୍କଲ ମାମଲାରେ ସିଇଓ ଅଭିଷେକ ଗୁପ୍ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଗତବର୍ଷ ଜୁଲାଇରେ ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଉସ୍ ଷ୍ଟଡି ସର୍କଲର ବେସମେଣ୍ଟରେ ପାଣି ପଶି ତିନି ଜଣ UPSC ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।…

କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍, ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ୍

ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ନିକଟସ୍ଥ…

ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ମାଲିକଙ୍କୁ ଅନ୍ତରୀଣ ଜାମିନ୍‌, ବେସ୍‌ମେଣ୍ଟରେ ବୁଡ଼ି ପ୍ରାଣ ହରାଇଥିଲେ ୩…

ଦିଲ୍ଲୀର ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟର ଦୁର୍ଘଟଣା ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ କୋଚିଂ ମାଲିକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କୋଚିଂ ସେଣ୍ଟରର ମାଲିକ ତଥା ସିଇଓ ଅଭିଷେକ ଗୁପ୍ତା ଏବଂ କୋ-ଅର୍ଡିନେଟର ଦେଶପାଲ ସିଂଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ । ସିଇଓ…

ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣା ମାମଲା: ୪ ସହ ମାଲିକଙ୍କୁ ଅନ୍ତରୀଣ ଜାମିନ୍‌ ଦେଲେ ହାଇକୋର୍ଟ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ କୋଚିଂ ସେଣ୍ଟରରେ ୩ ୟୁପିଏସ୍‌ସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ହାଇକୋର୍ଟ କୋଚିଂ ସେଣ୍ଟର ବେସ୍‌ମେଣ୍ଟର ୪ ସହ ମାଲିକଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କୁ…

ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ, ଜୀବନ ନିଆଯାଇଥିବା ଅଭିଯୋଗ

ସୁଦୂର ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ପାଠ ପଢ଼ିବା ପାଇଁ ଆସିଥିଲେ। ସର୍ଜନ ହେବାର ଦେଖିଥିଲେ ସ୍ୱପ୍ନ । କିନ୍ତୁ ସବୁ ସ୍ୱପ୍ନ ଭାଙ୍ଗିଗଲା । ଏ ଦୁନିଆ ଛାଡ଼ି ଚାଲିଗଲେ ଅର୍ଣ୍ଣବ୍ । ଅର୍ଣ୍ଣବଙ୍କ ସ୍ୱପ୍ନରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପଡ଼ିଗଲା । ପରିବାର ଲୋକେ ପୁଅକୁ ନେଇ କେତେ କଣ ସ୍ୱପ୍ନ…

ଦିଲ୍ଲୀ କୋଚିଂ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର କୋଚିଂ ଦୁର୍ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ସିବିଆଇକୁ ତଦନ୍ତ ଭାର ଦେବାକୁ ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଦୀର୍ଘ ଶୁଣାଣି ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ଏମ୍‌ସିଡି ଏବଂ…

କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ ନୂଆ ଆଇନ ଆଣିବେ ଦିଲ୍ଲୀ ସରକାର, ଛାତ୍ରଛାତ୍ରୀଙ୍କଠାରୁ ନିଆଯିବ ପରାମର୍ଶ

ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ କେଜ୍ରିୱାଲ ସରକାର ତତ୍ପର ହୋଇଉଠିଛନ୍ତି । କୋଚିଂ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଆପ୍‌ ମନ୍ତ୍ରୀ ଆତିଶି କହିଛନ୍ତି ଯେ କୋଚିଂ ସେଣ୍ଟରକୁ…

ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣା: ଜଣେ ଗାଡ଼ି ଚାଳକଙ୍କ ସମେତ ଆଉ ୫ ଜଣଙ୍କୁ ଧରିଲା ପୋଲିସ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ଏକ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ମାମଲାରେ ସମ୍ପୃକ୍ତ…

କୋଚିଂ ସେଣ୍ଟର ଦୁର୍ଘଟଣାକୁ ନେଇ ଦିଲ୍ଲୀ ମେୟରଙ୍କ ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ, ପୋଲିସର ଲାଠିମାଡ଼

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟରରେ ଶନିବାର ଘଟିଥିବା ଦୁର୍ଘଟଣାକୁ ନେଇ ଏବିଭିପି ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଏବିଭିପିର କର୍ମୀମାନେ ମେୟର ଶୈଲୀ ଓବରାୟଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଛାତ୍ରଛାତ୍ରୀଙ୍କ…

ଦିଲ୍ଲୀ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା, କୋଚିଂ ସେଣ୍ଟରର ମାଲିକ ଏବଂ କୋ-ଅର୍ଡିନେଟର ଗିରଫ

ଦିଲ୍ଳୀର ଓଲ୍ଡ ରାଜେନ୍ଦ୍ର ନଗର ସ୍ଥିତ ଏକ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ଭର୍ତ୍ତି ହେବା ଯୋଗୁଁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ଏଫଆଇଆର ଦାୟର କରିଛି । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୫, ୧୦୬(୧), ୧୫୨, ୨୯୦ ଏବଂ ୩୫ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହି…

ୟୁପିଏସ୍‌ସି କୋଚିଂ ଇନଷ୍ଟିଚ୍ୟୁଟ ବେସମେଣ୍ଟରେ ପାଣି ପଶି ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଅଧୁରା ରହିଗଲା ସ୍ଵପ୍ନ । ତାହା ପୁଣି ଆଇଏଏସ୍-ଆଇପିଏସ୍ ହେବାର ସ୍ଵପ୍ନ । କେତେ ଆଶା ଦେଖିଥିଲେ, କେତେ ପ୍ରସ୍ତୁତି ଚଳାଇଥିଲେ । କିନ୍ତୁ ସବୁକିଛି କେଇ ମିନିଟ୍ ଭିତରେ ଉଜୁଡିଗଲା । ଆମେ କହୁଛୁ ଗତକାଲି ରାଜଧାନୀ ଦିଲ୍ଲୀରେ ଘଟିଥିବା ସେହି ହୃଦୟ ବିଦାରକ ଘଟଣା ବିଷୟରେ ।…