Below header
Browsing Tag

cold wave

ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ:୧୫ ଡିଗ୍ରୀ ତଳେ ୧୯ ସହର

କେନ୍ୟୁଜ୍(ବ୍ୟୁରୋ): ଥରାଇଲାଣି ଜାଡ। ପୁଣି ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିଛି ଶୀତ। ୧୫ ଡିଗ୍ରୀ ତଳେ ୧୯ ସହର। ସୁନ୍ଦରଗଡ଼ ଜିଲ୍ଲା କିରେଇଠାରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ୧୦ ଡିଗ୍ରୀ, ଶିମିଳିପାଳରେ ୧୦, ଦାରିଙ୍ଗିବାଡ଼ିର ଓ…

ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା। ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିବା ସମ୍ଭାବନା ରହିଛି। ସେପଟେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ୨ଦିନ…

ଧଳା ଚାଦର ଆଚ୍ଛାଦିତ ମୟୁରଭଞ୍ଜ ଜିଲ୍ଲା: ଶିମିଳିପାଳ ଅଭୟାରଣ୍ୟର ନଅଣା ଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ…

କରଞ୍ଜିଆ(କେନ୍ୟୁଜ): ଖସୁଛି ପାରଦ ବଢୁଛି ଶୀତ । ଶୀତ ସହିତ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ମୟୁରଭଞ୍ଜ ଜିଲ୍ଲାକୁ । ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତ । ଶୀତ ବଢିବା ଯୋଗୁଁ ସକାଳୁ ଏବଂ ସନ୍ଧ୍ୟାରେ ଶୀତ ବସ୍ତ୍ର ପିନ୍ଧିବାକୁ ପଡୁଛି । ଗତକାଲି ଠାରୁ ଆଜି…

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ଦାରିଙ୍ଗବାଡ଼ିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ): ଶୀତରେ ଥରୁଛି ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ୧୦ ଡିଗ୍ରୀ ତଳେ ରହିଛି ଦାରିଙ୍ଗବାଡ଼ିର ତାପମାତ୍ରା । ଶୀତ ଋତୁ ଆସିଲେ ମାନେପଡ଼େ ଦାରିଙ୍ଗବାଡ଼ି । ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ପରିବେଶ । ଏଠାରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ, ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ

ବାରିପଦା(କେନ୍ୟୁଜ୍): ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ରାତି ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ବିଭିନ୍ନ ସ୍ଥାନରେ ଘନ କୁହୁଡି ମଧ୍ୟ ପଡିଲାଣି । ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି…

ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ବଢୁଛି ଶୀତ, ଆଗାମୀ ୩ ଦିନ ମଧ୍ୟରେ ଆହୁରି କମିବ ରାତିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆହୁରି କମିବ । ୨ରୁ ୩ ଡିଗ୍ରୀ ଯାଏ ତଳକୁ କମିବାର…

କାଲିଠୁ ବଢିବ ଶୀତ, ଗତ ୨୪ ଘଣ୍ଟାରେ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍):କାଲିଠୁ ବଢିବ ଶୀତ। ଆଗାମୀ ୪ରୁ ୫ଦିନ ମଧ୍ୟରେ କମିବ ରାତ୍ରିର ତାପମାତ୍ରା। ରାତି ତାପମାତ୍ରା ଧୀରେ ଧୀରେ ୩ରୁ ୪ ଡିଗ୍ରୀ ଯାଏ ତଳକୁ କମିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ କୋରାପୁଟର…

ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା, ଗତ ୪୮ ଘଣ୍ଟାରେ ୩୪ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ବଦଳିବ ପାଗ। ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଗତ ୪୮ ଘଣ୍ଟା ମଧ୍ୟରେ ୩୪ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯.୧ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜଧାନୀରେ ସକାଳୁ ସକାଳୁ ହାଲୁକା ଶୀତ…

ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩…

ଆଉ ୩ ଦିନ ଜାରି ରହିବ ଶୀତ ଲହରି, ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ଜାରି ରହିଛି ଥଣ୍ଡା ଲହରୀ । ଆଉ ୩ ଦିନ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ୯ ସହରର ତପାମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ୧୬ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ…

ଶୀତରେ ଥରୁଛି ଓଡିଶା, ଆସନ୍ତା ୩ ରୁ ୪ ଦିନ ଯାଏଁ ଅନୁଭୂତ ହେବ ଶୀତ ଲହରୀ

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ଲହରୀ । ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ଆଗାମୀ ୩ରୁ ୪ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ୭ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ…

ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିତ ଶୀତର ପ୍ରକୋପ, ସକାଳୁ ଲାଗିରହିବ ଘନ କୁହୁଡି

କେନ୍ୟୁଜ୍(ବ୍ୟୁରୋ):  ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବର ସମ୍ଭାବନା ରହିଛି। ସକାଳୁ ଘନ କୁହୁଡି ଲାଗିରହିବାର ପଳର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ,…