Below header
Browsing Tag

comment pass

ଯାତ୍ରା କଳାକାରଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଯାତ୍ରା ପେଣ୍ଡାଲରେ ପିଟାପିଟି

ଆଠଗଡ଼(କେନ୍ୟୁଜ୍): ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯାତ୍ରା ପେଣ୍ଡାଲରେ ପିଟାପିଟି । ଚେୟାର୍‌ ଫିଙ୍ଗା ଫୋପଡା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ନୂଆପାଟଣା ତଳ ସାହିର । ଚନ୍ଦନ ଯାତ୍ରାରେ ଗାଁରେ ଅପେରା ପଡିଥିଲା । ଯାତ୍ରା କଳାକାରଙ୍କୁ…

ତାଳଚେର: କମେଣ୍ଟ ମାରିବାରୁ ଯୁବକକୁ ଲଣ୍ଡା କରି ବୁଲାଇଲେ ଯୁବଗୋଷ୍ଠୀ, ଭିଡ଼ିଓ କଲେ ଭାଇରାଲ

ତାଳେଚେର(କେନ୍ୟୁଜ୍): ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ତାଳଚେର ବାଲୁଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବାଲୁଗାଁର ଯୁବତୀ ମାନେ କଲେଜକୁ ପାଠ ପଢିବାକୁ ଯାଉଥିବା ବେଳେ ସ୍ଥାନୀୟ ୩ ଜଣ ଯୁବକ…

ଛାଡିଗଲା ରୋମିଓଗିରି, କଲେଜ ଛାତ୍ରୀଙ୍କୁ କମେଣ୍ଟମାରି ନିସ୍ତୁକ ମାଡ଼ ଖାଇଲା ଯୁବକ

ବାଲେଶ୍ବର (କେନ୍ୟୁଜ୍): କମେଣ୍ଟମରାକୁ ନେଇ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟମରାକୁ ନେଇ ଯୁବକଙ୍କୁ ନିସ୍ତୁକ ପିଟିଲେ ଛାତ୍ରୀ ଓ ତାଙ୍କ ପରିବାର ଲୋକ । ଏହାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଛାତ୍ରୀ ଜଣକ…

ଭଲ ପାଇବୁନି ତ ଏସିଡ୍‌ ଫିଙ୍ଗିଦେବି, ଛାତ୍ରୀଙ୍କୁ ଧମକେଇ ଯୁବକ ଖାଇଲେ ଛେଚା

ଗୋପ (କେନ୍ୟୁଜ) : କମେଣ୍ଟ ମରା ପଡିଲା ମହଙ୍ଗା। କଲେଜ ଛାତ୍ରୀଙ୍କୁ କମେଣ୍ଟ କରି ଧୂମ ଛେଚା ଖାଇଲେ ଅଣଛାତ୍ର। ଚାରିପଟୁ ରୁଣ୍ଡ ହୋଇ ମଝିରେ ଗୋଇଠା, ବିଧା ଓ ଚାପୁଡା ଖାଇଲେ ଯୁବକ। ରୋମିଓଙ୍କ ଅବସ୍ଥା ପୂରା ହୋଇଗଲା ବେହାଲ। ମୁଣ୍ଡରୁ ପ୍ରେମ ନିଶା ହଟାଇବା ପାଇଁ ଛେଚା ପରେ ଛେଚା ଦେଇଥିଲେ…

କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ସମ୍ବଲପୁର: କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ। ଲୁହାରଡରେ ମରଣାନ୍ତକ ଆକ୍ରମଣ। ସମ୍ବଲପୁର କ୍ଷେତରାଜପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଏହି ଆକ୍ରମଣ ହୋଇଛି। ଗୋଟିଏ ଗୋଷ୍ଠୀର କିଚି ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣର ଶୀକାର ଯୁବକ ଜଣକ…

ଭୁବନେଶ୍ୱର: ଛେଚା ଖାଇଲା ରୋଡ୍ ରୋମିଓ, ଯୁବତୀ ଦେଲେ ଉତ୍ତମ ମଧ୍ୟମ

ଭୁବନେଶ୍ୱର(କେନ୍ୟୁଜ୍): ଯୁବତୀଙ୍କୁ ବାଇକ୍‌ରେ ପିଛା କଲେ। କମେଣ୍ଟ ବି ମାରିଲେ। ଶେଷରେ ହଟହଟା ହେଲେ ରୋଡ୍‌ ରୋମିଓ। ଦେଖନ୍ତୁ କମେଣ୍ଟ ମାରିବା କେମିତି ଦୁଇ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଲା। ବିଚ୍‌ ରାସ୍ତାରେ ଦୁଇ ଜଣ ଯୁବକଙ୍କୁ ବସ୍‌ ଉଠ୍‌ କରାଇଲେ ଯୁବତୀ। ଏହି ଘଟଣା ଘଟିଛି ରାଜଧାନୀ…