ଏମିତି ଚିନ୍ତାଧାରାର ଲୋକ ବି ଅଛନ୍ତି, ଯିଏ ଗର୍ଭଧାରଣ ଆଶଙ୍କାରେ କରୁଛନ୍ତି ଏଭଳି ଭୟଙ୍କର କାମ
ଏବେ ପ୍ରାୟତଃ ୯୦ ପ୍ରତିଶତ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଏହା ଏକ ଏମିତି ପ୍ଲାଟ୍ଫର୍ମ ପାଲଟି ଯାଇଛି, ଯେଉଁଥିରେ ଲୋକ ସବୁ ପ୍ରକାରର ସୂଚନା ସେୟାର କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କଣ୍ଡୋମ୍କୁ ନେଇ ଏକ ତଥ୍ୟ ଖୁବ୍ ଭାଇରାଲ ହେଉଛି। କଣ୍ଡୋମ୍ରେ ହଟ୍ ଚିଲି…