Browsing Tag

cookies

ଗରମ ହେଲା MacBook ଚାର୍ଜର, ତ ଅଟା ରଖି ବନାଇଦେଲେ କୁକୀଜ୍‌, ଫଟୋ ପୋଷ୍ଟ ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ

ଜଣେ ଟୁଇଟର ୟୁଜର ପାଓ୍ଵାର ଆଡପ୍ଟରକୁ ଏମିତି ଭାବେ ଉପଯୋଗ କରିଛନ୍ତି, ଯାହାକୁ ଦେଖି ଲୋକେ ନିଜ ହସ ରୋକିପାରୁ ନାହାନ୍ତି। ୟୁଜର ଜଣକ ନିଜ ପାଓ୍ଵାର ଆଡପ୍ଟରର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଲସ୍‌ ଏଞ୍ଜେଲସ୍‌ର ଟୁଇଟର ୟୁଜର Maya (@MIA_mea_) ଫଟୋ ଶେୟାର କରି ଦେଖାଇଛନ୍ତି…

ବଜାରରୁ କୁକିଜ କିଣିବା ବଦଳରେ ଘରେ ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଓ କ୍ରିସ୍ପି ‘ଅଟା କୁକିଜ’

ସୁଆଦିଆ କୁକିଜ ଖାଇବାକୁ ଛୋଟ ରୁ ବଡ ସମସ୍ତେ ପସନ୍ଦ କରନ୍ତି । ଯଦି ଚାହା ସହ କୁକିଜ ମିଳିଯାଏ ତେବେ ତ ମଜା କଥା ନକହିଲେ ଭଲ । ଚାହାର ମଜା ଯେମିତି ୧୦ ଗୁଣ ବଢିଯାଏ । କିନ୍ତୁ ବଜାରରେ ମିଳୁଥିବା କୁକିଜ ସାଧାରଣତଃ ମଇଦାରେ ପ୍ରସ୍ତୁତ ହୋଇଥାଏ । ଯେବେକି ମଇଦା ଶରୀର ପାଇଁ ଜମା ବି ଭଲ ନୁହେଁ…

ମହାକାଶରେ ପ୍ରସ୍ତୁତ ହେଲା ଚକୋଲେଟ କୁକିଜ୍‌, ପରୀକ୍ଷଣ ପରେ ଜଣାପଡିବ ଏହା ଖାଦ୍ୟୋପଯୋଗୀ କି ନୁହେଁ ?

ଅନ୍ତରାଷ୍ଟ୍ରିୟ ମହାକାଶ ଷ୍ଟେସନରେ ମହାକାଶଚାରୀ ପ୍ରଥମେ କୁକିଜ୍‌ କୁ ଅନ୍ତରିକ୍ଷରେ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନ୍ତରିକ୍ଷ କୁକିଜ୍‌ କୁ ପୃଥିବୀ ତୁଳନାରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବାରେ ଅଧିକ ସମୟ ଲାଗିଥିଲା। ସୂଚନା ମୁତାବକ ଅନ୍ତରିକ୍ଷ ଷ୍ଟେସନର ଇତାଲଓ୍ଵି…

ନିକ୍‌ଙ୍କ ସହ ମିଶି କ୍ରିସ୍‌ମାସ୍‌ରେ କୁକିଜ୍‌ ବନାଇଲେ ପ୍ରିୟଙ୍କା, ଦେଖନ୍ତୁ ଭାଇରାଲ ଭିଡିଓ

କ୍ରିସ୍‌ମାସ୍‌ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ। ଏ ଅବସରରେ ପିଲାଠୁ ବୁଢ଼ା ଯାଏଁ ପରସ୍ପରକୁ ଉପହାର ଦେଇଥାନ୍ତି। କେବଳ ଉପହାର ଆଦାନପ୍ରଦାନ ନୁହେଁ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇଥାନ୍ତି। କ୍ରିସମାସ୍‌ରେ ଖାସ୍‌ କରି କେକ୍‌ କୁକିଜ୍‌ ଭଳି ମିଠା…