Browsing Tag

corona dead

ଭାରତରେ ଉପରମୁହାଁ କରୋନା ମୃତ୍ୟୁ: ଶନିବାର ୮୭୧ ଜୀବନ ନେଇଛି ମହାମାରୀ

କେନ୍ୟୁଜ୍ (ବ୍ୟୁରୋ):  ଭାରତରେ ଉପରମୁହାଁ କରୋନା ମୃତ୍ୟୁ । ଗତକାଲି ୮୭୧ ଜୀବନ ନେଇଛି ମହାମାରୀ । ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ। ଗୋଟିଏ ଦିନରେ ଯାଇଛି ୧୦୩ ଜୀବନ । କେରଳରେ ୯୪, କର୍ଣ୍ଣାଟକରେ ୫୦ ଜୀବନ ଯାଇଛି । ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ବଢ଼ିବା ଚିନ୍ତା ବଢ଼ାଉଛି । ଗତ…

କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ହାର୍ଟ ସ୍ପେଶାଲିଷ୍ଟ ଡା. କେକେ ଅଗ୍ରୱାଲ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଇଣ୍ଡିଆନ ମେଡିକାଲ ଆସୋସିଏସନର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡା.କେକେ ଅଗ୍ରୱାଲଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ସୋମବାର ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁବିଜ୍ଞାନୀ ସଂସ୍ଥାରେ କୋଭିଡ ସହ ଦୀର୍ଘଦିନର ଲଢ଼େଇ ପରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ସମୟରେ…

ବେଙ୍ଗାଲୁରୁରେ କୋଭିଡ଼ରେ ମୃତ୍ୟୁ ବରଣ କରି ପଚିଯାଇଥିଲା ଓଡିଆ ଯୁବକଙ୍କ ମରଶରୀର,ଓଡିଆ ସାମ୍ବାଦିକଙ୍କ ଦ୍ବାରା ଉଦ୍ଧାର…

କେନ୍ୟୁଜ୍(ବ୍ୟୁରୋ): ବେଙ୍ଗାଲୁରୁରେ କୋଭିଡ଼ରେ ଚାଲିଗଲା ଓଡିଆ ପୁଅର ଜୀବନ। ଶିଣିଲାନି ଓଡିଶା ପ୍ରଶାସନ। ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପ୍ରଶାସନ କଲା ଶେଷକୃତ୍ୟ। ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ମିଳିଥିବା ସୂଚନା  ମୁତାବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ…

ଆଜି ରାଜ୍ୟରେ ୧୪ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା,ମୋଟ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୭୯୭ରେ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୧୪  ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା।  ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭ ହୋଇଛି। ଏ ନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ପକ୍ଷରୁ ସୂଚନା ଦିଆଯାଇଛି। କଟକ ୩ ଜଣ, ଖୋର୍ଦ୍ଧା, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୨ଜଣ ଲେଖାଏ,…

ପ୍ରାଣଘାତୀ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ରାଜ୍ୟର ୧୩ ଜୀବନ ନେଇଛି ଏହି କିଲର ଭାଇରସ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୃତ୍ୟୁରେ  ଲାଗୁନି ବ୍ରେକ୍। ସପ୍ତାହେ ଧରି ୧୦ ଉପରକୁ ରହୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ୧୩ ଜଣ ଏହି  କିଲର ଭାଇରସରେ ପ୍ରାଣ  ହରାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ ଜନିତ ମୃତ୍ୟୁରେ ଅଛନ୍ତି :- ୧-ବାଲେଶ୍ବରର ଜଣେ ୮୧ ବର୍ଷୀୟ…

କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍, ୬ ଲକ୍ଷ ୪ ହଜାର ୮୧୮ରେ ପହଞ୍ଚିଲା ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣରେ ଲାଗୁନି ବ୍ରେକ। ବିଶ୍ବରରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢିଚାଲିଛି।ବର୍ତ୍ତମାନ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ପାର କଲାଣି । ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୪ ହଜାର ୮୧୮ରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୪୨ ହଜାର…