ହୋଣ୍ଡା ମୋଟର୍ସର ଏୟାର ଫିଲ୍ଟର କାର, ଯାହା କରୋନା ଭାଇରସରୁ ଲୋକଙ୍କୁ ଦେବ ସୁରକ୍ଷା
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନା ଭାଇରସକୁ ମହାମାରୀ ଘୋଷିତ କରାଯାଇଛି। ଏଥିରୁ ରକ୍ଷା ପାଇବା ପାଇଁ ଦୀର୍ଘ ୧ ବର୍ଷ ପରେ ଏହାର ଭ୍ୟାକସିନ ବାହାରିଛି। କିନ୍ତୁ ଏବେବି ଭାଇରସ ଜନିତ ବିପଦ ଟଳିନି। ଏଥିପାଇଁ ସରକାରଙ୍କ ତରଫରୁ ଅନେକ ସଚେତନତା ବାର୍ତ୍ତା ମଧ୍ୟ ସମାଜକୁ ଦିଆଯାଇଛି।…