Browsing Tag

coronavirus case

ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ରବିବାର ଗୋଟିଏ ଦିନରେ ୩୬୮ ଲୋକଙ୍କ ପ୍ରାଣ ଯାଇଛି

ଇଟାଲୀ: ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରବିବାର ଗୋଟିଏ ଦିନରେ ଇଟାଲୀରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଇଟାଲୀରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୧୮୦୯ ହୋଇଛି । ୨୪ ହଜାର ୭ ଶହ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ପରେ ଇଟାଲୀରେ କରୋନା ମୃତ୍ୟୁ…

କରୋନା ପ୍ରଭାବ: ଆସନ୍ତା ୩୧ ତାରିଖ ଯାଏ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ନିର୍ଦ୍ଦେଶ ଦେଲେ…

ପୁରୀ: କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ଦିନରେ କର୍ମଚାରୀମାନେ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀ ପୂର୍ବ ଅନୁମତି ବିନା ସଦର…

‘ଆମ ଦେଶରେ ୩୩ କୋଟି ଦେବାଦେବୀ ଅଛନ୍ତି, କରୋନା ଏଠି କିଛି ବି କ୍ଷତି କରିପାରିବନି’, ଏଭଳି ବୟାନ ଦେଲେ ବିଜେପିର ଏହି…

କରୋନା ଭାଇରସ୍‌ ଯୋଗୁ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଛି। ଏହାର ଔଷଧ ମିଳିପାରୁନଥିବାରୁ ଲୋକଙ୍କ ଚିନ୍ତା ବହୁଗୁଣିତ ହୋଇଛି। ତେବେ ଏଭଳି ପରିସ୍ଥିତିରେ ବିଜେପିର ମହାସଚିବ କୈଳାଶ ବିଜୟବର୍ଗୀୟ ଇନ୍ଦୋର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଦେଶରେ କରୋନାର କୌଣସି ପ୍ରଭାବ ପଡ଼ିବନାହିଁ। ସେ…

ସରକାରଙ୍କ ଘୋଷଣା: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପରୀକ୍ଷାକୁ ଛାଡି ସମସ୍ତ ସ୍କୁଲ-କଲେଜ ସହିତ ବନ୍ଦ ରହିବ ସିନେମା ହଲ

ଭୁବନେଶ୍ବର: କରୋନା ଚଳିତ ଶତାବ୍ଦୀର ସବୁଠୁ ବଡ଼ ଆହ୍ଵାନ । ଏହା ବିକଶିତ-ଅନୁନ୍ନତ ରାଷ୍ଟ୍ର କିମ୍ବା ଧନୀ-ଗରିବଙ୍କ ମଧ୍ୟରେ କିଛି ଫରକ ଦେଖେନି । କରୋନାକୁ ରାଜ୍ୟ ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହା ଘୋଷଣା ହୋଇଛି । କ୍ୟାବିନେଟ ବୈଠକ…

କରୋନା ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ, ସଚେତନ ରହିଲେ ଏହାକୁ ପ୍ରତିରୋଧ କରାଯାଇ ପାରିବ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ନାହାନ୍ତି । ଏପର୍ଯ୍ୟନ୍ତ ୧୭ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଛି । ପୂର୍ବରୁ ପାରାଦୀପରେ ଜାହାଜରୁ ଉଦ୍ଧାର ଅସୁସ୍ଥ ଦମ୍ପତି ଓ ଆୟର୍ଲାଣ୍ଡ ଯୁବକଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା । ସେହିପରି…

କରୋନା ଭାଇରସ୍‌ରେ ଆକ୍ରାନ୍ତ ଇଂଲଣ୍ଡର କନିଷ୍ଠ ସ୍ୱାସ୍ଥ୍ୟମନ୍ତ୍ରୀ ନେଡିନ୍‌ ଡୋରିସ୍‌! ଜାଣନ୍ତୁ ସାରା ବିଶ୍ୱରେ କେତେ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଘାତକ ହେଉଛି କରୋନା। ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୪ହଜାର ୨୭୦ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ଟପିଛି। ଚୀନ୍‌ ପରେ ଇଟାଲିରେ ଏହି ଭାଇରସ୍‌ ୬୩୧ଜଣଙ୍କ ମୁଣ୍ଡ ନେଲାଣି। ଆକ୍ରାନ୍ତ ହୋଇଛନ୍ତି ୧୦ହଜାର ୧୪୯ଜଣ। ଇରାନରେ କରୋନା ଯୋଗୁ ୨୯୧ଜଣଙ୍କ ମୃତ୍ୟୁ…

ବିଶ୍ୱର ୮୩ଟି ରାଷ୍ଟ୍ରରେ କାୟା ବିସ୍ତାର କରୁଛି କରୋନା, ଏହି ଭାଇରସ୍‌ରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଯୋରଦାର…

ନୂଆଦିଲ୍ଲୀ: ବିଶ୍ୱର ୮୩ଟି ରାଷ୍ଟ୍ରରେ କାୟା ବିସ୍ତାର କରୁଛି କରୋନା । ଭାରତରେ ମଧ୍ୟ କରୋନା ଆତଙ୍କ ସୃଷ୍ଟି କରିଛି । ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଉଛି । କରୋନା ଭାଇରସ୍‌ର ମୁକାବିଲା ପାଇଁ ଦେଶରେ ୧୫ଟି ଲାବ୍‌ର ବ୍ୟବସ୍ଥା ଥିବା ବେଳେ ଅନ୍ୟ ୧୯ଟି ଲାବ୍‌…