Browsing Tag

coronavirus positive

ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ପୁଣି ୬୫ ନୂଆ କରୋନା ପଜିଟିଭ୍ ଚିହ୍ନଟ। ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨…

ରାଜ୍ୟରେ ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ, ପୁରୀରୁ ବାହାରିଥିବା ୧୦ ନୂଆ ସଂକ୍ରମିତ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ। ୨୪ ଘଣ୍ଟାରେ ସମୁଦାୟ ୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡାରେ ସର୍ବାଧିକ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ବାଲେଶ୍ୱରରେ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩,…

ପୁରୀରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ବଢିଲା ଚିନ୍ତା, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା…

ପୁରୀ: ପୁରୀ ଜିଲ୍ଲାରେ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ପୁରୀ ମହାଦେବ ଲେନରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ବିଶୋଧନ କରାଯାଇ ସ୍ୱାସ୍ଥ୍ୟକର୍ମୀ ମୁତୟନ…

ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ । ମୟୂରଭଞ୍ଜରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଆଜି ସକାଳେ ମୟୁରଭଞ୍ଜର ୩ଜଣ ସଂକ୍ରମିତ…

ବଲାଙ୍ଗିର ଜିଲ୍ଲାକୁ ବ୍ୟାପିଲା କରୋନା: ରାଜ୍ୟରେ ଆଉ ୨ ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି

ବଲାଙ୍ଗିର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଫାଶରେ ଏବେ ଏକ ନୂଆ ଜିଲ୍ଲା । ଆଉ ଦୁଇ ଜଣ କରୋନା ପଜିଟିଭ୍‌ ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି । ଉଭୟ ସଂକ୍ରମିତ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ବଲାଙ୍ଗିର ଲେଖାରିଆ ଗାଁର ବୋଲି ସୂଚନା ମିଳିଛି । ଏହି ଦୁଇ…

ଆଜିର ନୂଆ କରୋନା ସଂକ୍ରମିତ ମଧ୍ୟ କୋଲକାତା ଫେରନ୍ତା, ବ୍ୟକ୍ତି ଜଣକ କେଉଁ ମାନଙ୍କ ସଂଶ୍ପର୍ଶରେ ଆସିଛନ୍ତି ସେନେଇ…

ବାଲେଶ୍ୱର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି। ନୂଆ ସଂକ୍ରମିତ ବାଲେଶ୍ୱର ଜିଲ୍ଲାର ୫୮ ବର୍ଷୀୟ ପୁରୁଷ। ସେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ସଂକ୍ରମିତ ବ୍ୟକ୍ତି ଜଣକ…

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଲା, କେବଳ ଭୁବନେଶ୍ୱରରେ ୭୭.୫ ପ୍ରତିଶତ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଛି । ଏମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୭୭.୫ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି । ଏଭଳି ସ୍ଥିତିରେ ଭୟଭୀତ ନହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାରୁ…

କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ ହେଲା ଆଳି ବ୍ଲକର ୩ଟି ପଞ୍ଚାୟତର ୧୨ଟି ଗାଁ, ବିଭିନ୍ନ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ବିଶୋଧୀକରଣ କରାଯାଇଛି । ଆଳି ବ୍ଲକର ୩ଟି ପଞ୍ଚାୟତର ୧୨ଟି ଗାଁକୁ ସିଲ୍‌ କରାଯାଇଛି । ଗାଁରୁ କେହି ବାହାରକୁ ନବାହାରିବା ପାଇଁ କୁହାଯାଇଛି । ଗତକାଲି ଜଣେ ୩୨ ବର୍ଷୀୟ ଯୁବକଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି ।…

ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତ ବ୍ୟକ୍ତି କଟକର

କଟକ: ଓଡିଶାରେ ୬ଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କଟକର ବୋଲି ଜଣାପଡିଛି । ନିକଟରୁ ସେ ଦିଲ୍ଲୀରୁ ଫେରିଥିଲେ। ତେବେ ଏହି ଘଟଣାପରେ କଟକକୁ ବି ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ବିହାରରେ ପ୍ରଥମ କରୋନା ମୃତ୍ୟୁ, ଏମ୍‌ସରେ ୩୮ ବର୍ଷୀୟ ସଂକ୍ରମିତ ଯୁବକ ମୃତ; ୬ ଛୁଇଁଲା ମୋଟ୍‌ ମୃତ୍ୟୁ ସଂଖ୍ୟା

ବିହାରର ରାଜଧାନୀ ପାଟଣାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାଟଣାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରୋଗୀର ମୃତ୍ୟୁ ପାଟଣାର ଏମ୍‌ସ୍‌ ହସ୍ପିଟାଲରେ ଘଟିଛି। ଏନେଇ ଏମ୍‌ସର ନିର୍ଦ୍ଦେଶକଙ୍କ ସମେତ ବିହାରର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ମଧ୍ୟ ସୂଚନା ଦେଇଛି।…