Below header
Browsing Tag

Corruption in graminha abas yojna

ଯାଜପୁର : ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ, ଗୋଟିଏ ପରିବାର ହାତେଇଛି ଚାରିଟି ଘର

ଯାଜପୁର (କେନ୍ୟୁଜ୍) : ସରକାରୀ ଯୋଜନାରେ ଏଭଳି ଚଞ୍ଚକତା କରାଯାଉଛି । ଯେଉଁଥି ପାଇଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ଲାଭ ପାଇ ପାରୁନାହାନ୍ତି । ଏମିତି ଏକ ଘଟଣା ନଜରକୁ ଆସିଛି ଯାଜପୁର ଜିଲ୍ଲାରେ । ଏଠି ଆବାସ ବଂଟନରେ ଘୋର ଦୁର୍ନୀତି ହୋଇଛି । ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ…

ଯାଜପୁର : ଗ୍ରାମୀଣ ଆବାସ ଯୋଜନାରେ ମହାଦୁର୍ନୀତି, ତଦନ୍ତ ଆରମ୍ଭ କଲା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ଜିଲା ବିଂଝାରପୁର ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ବହୁ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୟରେ ଏକ ପାଂଚ ଜଣିଆ ଟିମ ବିଂଝାରପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି…