Browsing Tag

covid cases in india

ଦେଶରେ ବ୍ରେକ ଫେଲ କରୋନା : ୬ ହଜାର ପାର କଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ପୁଣି ଚିନ୍ତା ବଢାଉଛି କରୋନା । ପ୍ରତିଦିନ ଲମ୍ବା ଲମ୍ଫ ମାରୁଛୁ । ୬ହଜାର ପାର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬ହଜାର ୫୦ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ ସଂକ୍ରମଣ ୧୩ ପ୍ରତିଶତ ବଢ଼ିଛି । ଗତକାଲି ଏହି ସଂଖ୍ୟା ଥିଲା…

କରୋନାକୁ ନେଇ ବଢ଼ିଲା ଚିନ୍ତା: ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ସଂକ୍ରମଣ ରୋକିବାକୁ ନିଆଯାଇପାରେ…

ଭୁବନେଶ୍ଵର (କେନ୍ୟୁଜ): ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଦେଶରେ ଗତ ୧ ସପ୍ତାହ ଧରି ଲାଗାତାର ୩ ହଜାର ଉପରେ ଦୈନିକ ସଂକ୍ରମଣ। କିଛି ରାଜ୍ୟରେ ହୁ ହୁ ହୋଇ କରୋନା ବଢୁଥିବାରୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ସ୍ଥିତିର ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ…

ଦେଶରେ ପୁଣି ୨ ହଜାର ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨,୧୫୧ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ଶହ ୫୧ ପଜିଟିଭ୍‌ । ଯାହାକି ଗତ ୫ ମାସରେ ସର୍ବାଧିକ । ଶେଷ ଥର ଗତ ଅକ୍ଟୋବର ମାସରେ ସର୍ବାଧିକ ୨୨ଶହ ୮ ସଂକ୍ରମିତ ଚିହ୍ନଟ…

ପୁଣି ଡରାଇଲା କରୋନା, ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୧୩ଶହ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ୧୩ଶହ ନୂଆ ସଂକ୍ରମିତ ଚିହ୍ନଟ । ଯାହାକି ୧୪୦ ଦିନରେ ସର୍ବାଧିକ ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ କରୋନାରେ ଯାଇଛି ୩ ଜଣଙ୍କ ଜୀବନ । କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ କୋଭିଡରେ ଜଣେ ଲେଖାଏଁ ମୃତ୍ୟୁ…

ଦେଶରେ ଉପର ମୁଁହା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୪ ହଜାର ୫୧୮ ପଜିଟିଭ ଚିହ୍ମଟ

ନୂଆଦିଲ୍ଲୀ : ଦେଶରେ ପୁଣି ଉପରମୁହାଁ ଦୈନିକ କ ରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪ହଜାର ୫୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ଗତ ୮୯ ଦିନ ମଧ୍ୟରେ ଏହା ସର୍ବାଧିକ। ଚଳିତ ମାସ ତୃତୀୟ ଥର ପାଇଁ ସଂକ୍ରମଣ ମାମଲା ୪ହଜାର ପାର୍‌ କରିଛି। ବର୍ତ୍ତମାନ ସୁଦ୍ଧା…

ଦେଶରେ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ! ଗଲା ୬୩୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ । ଗତ ୨୪ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ନୂଆ କେସ୍‌ ଆସିଛି । ସୋମବାର ୧ ଲକ୍ଷରୁ ଅଧିକ ପଜିଟିଭ୍‌ ଆସିଥିଲା । ଏହା ପୂର୍ବରୁ ଦେଶରେ ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ…