Below header
Browsing Tag

covid guidelines

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ ଦୁଇ ଯୁବକଙ୍କୁ ପଡିଗଲା ମହଙ୍ଗା, ଗିରଫ ହୋଇ କୋର୍ଟ ଚାଲାଣ

ଜଳେଶ୍ବର: ହେଲମେଟ ଏବଂ ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ କରିବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା । ଶେଷରେ ଗିରଫ ହୋଇ କୋର୍ଟ ଫୋରୱାର୍ଡ ହେଲେ ଅମାନିଆ ଯୁବକ । ସୂଚନା ଅନୁଯାୟୀ ଆଜି ଜଳେଶ୍ବର ଥାନା ସାମ୍ନାରେ ହେଲମେଟ ଚେକିଂ ସମୟରେ ଦୁଇ ଜଣ ଅମାନିଆ ବାଇକ ଚାଳକ ଏବଂ ପୋଲିସ ମଧ୍ଯ ରେ…

ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ

କେନ୍ୟୁଜ (ବ୍ୟୁରୋ): ଆସନ୍ତାକାଲି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଅନୁଷ୍ଠିତ ହେବ । ଏଥର ପରୀକ୍ଷା ଜେଇଇ ଢାଞ୍ଚାରେ ହେବ । ଦିନକୁ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟର ୨୧ଟି ସହରରେ ୫୪ଟି ସେଣ୍ଟରରେ ପରୀକ୍ଷା ହେବ । ଏହା ସହିତ ରାଜ୍ୟ ବାହାରେ ମଧ୍ୟ କୋଲକାତା,…

ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା, ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବ ସମସ୍ତ ଦୋକାନବଜାର

ଢ଼େଙ୍କାନାଳ: କରୋନା ମୁକାବିଲା ନେଇ ଢ଼େଙ୍କାନାଳ ସହରରେ ଆଜିଠୁ ଲାଗୁ ହେବ ନୂଆ କଟକଣା । ସମସ୍ତ ଦୋକାନବଜାର ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଔଷଧ ଦୋକାନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ ଦିଆଯାଇଛି । ସୂଚନା ଥାଉକି, ଗତକାଲି ରାଜ୍ୟ…

ଝାରସୁଗୁଡ଼ାରେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ଆଜିଠାରୁ ବନ୍ଦ ରହିବ ରାସ୍ତାକଡ଼ ଫାଷ୍ଟଫୁଡ୍‌…

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପ। ଆଜିଠୁ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଏବଂ ଅନ୍ୟାନ୍ୟ ପ୍ରସ୍ତୁତ ରନ୍ଧାଖାଦ୍ୟ ବ୍ୟବସାୟ ବନ୍ଦ । ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି ସବୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କ୍ଷତିଗ୍ରସ୍ତ ଛୋଟଛୋଟ…

ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ କେନ୍ଦ୍ର, ଏହି ସବୁ ନିୟମକୁ କଡାକଡି ପାଳନ କରିବା ବାଧ୍ଯତାମୂଳକ

ଭୁବନେଶ୍ବର: ଆଜିଠୁ ଖୋଲିଲା ଜିମ୍‌ ଓ ଯୋଗ ଅନୁଷ୍ଠାନ । କଡ଼ା କୋଭିଡ କଟକଣା ଭିତରେ ବ୍ୟାୟାମ ପାଇଁ ମିଳିଛି ଅନୁମତି । ଅତି କମ୍‌ରେ ୬ ଫୁଟ୍‌ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ଫେସ୍‌ କଭର ବା ଫେସ୍‌ ମାସ୍କ ବାଧ୍ୟତାମୂଳକ। ତେବେ ବ୍ୟାୟାମ ସମୟରେ ମାସ୍କ ନପିନ୍ଧିବାକୁ କୁହାଯାଇଛି । ବିଶେଷ…

ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଏହି ସବୁ ନିୟମ ନମାନିଲେ ହେବ କଡା…

ଗଞ୍ଜାମ : ଗଞ୍ଜାମରେ କରୋନା ମୁକାବିଲା ପାଇଁ ଜିଲ୍ଲାର ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କରିଛି ଜିଲ୍ଲା ପ୍ରଶାସନ । ଉକ୍ତ ଗାଇଡ୍‌ଲାଇନ୍ ଗୁଡିକ ହେଲା: -ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଡବଲ ବ୍ୟାରିକେଡ୍‌ ଲଗାଇବେ । -ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନା…

କୋଭିଡ ଗାଇଡଲାଇନ ନ ମାନିବାରୁ ଭୋଜି ସିଜ କଲା ପ୍ରଶାସନ, ରନ୍ଧା ଖାଦ୍ୟ ଜବତ

ଭୁବନେଶ୍ୱର (କେନ୍ୟୁଜ) : କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗାଁ ଠୁ ସହର ଏବେ ସବୁଠାରେ କରୋନାର ଭୟ । ତେବେ କରୋନା ଠାରୁ ଦୂରୋଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ନିଜର ଉଦ୍ୟମ ଜାରି ରଖିଥିବାବେଳେ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର…

ଜମିଲା ବରଯାତ୍ରୀ: ନା ଅଛି ସାମାଜିକ ଦୂରତ୍ବ ନା ଅଛି କାହା ମୁହଁରେ ମାସ୍କ, କୋଭିଡ୍ ନିୟମକୁ ଖୁଲମ୍ ଖୁଲା କଲେ ଅମାନ୍ଯ

ବ୍ରହ୍ମପୁର: କରୋନାକୁ ନେଇ ଚାରିଆଡେ କୋକୁଆ ଭୟ । ପରିସ୍ଥିତି ଏବେ ଅସମ୍ଭାଳ । ପେଟକୁ ଦାନା ମୁଠାଏ ପାଇଁ ଏବେ ହନ୍ତସନ୍ତ ହେଲେଣି ଲୋକେ। ଗାଁଠୁ ନେଇ ସଂସଦ ସବୁଠି କରୋନାକୁ ନେଇ ଚର୍ଚ୍ଚା ।  କିନ୍ତୁ ଏମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ନା ଅଛି କରୋନାକୁ ନେଇ ଭୟ ନା…

ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବେଳେ ଘରୋଇ ନର୍ସିଂହୋମ ଉପରେ ଚଢାଉ

ଖୋର୍ଦ୍ଧା(କେନ୍ଯୁଜ୍): ସାରା ରାଜ୍ୟରେ କରୋନା ଭାଇରସ କାୟା ବିସ୍ଥାର କରୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଟିମ ଗଠନ କରାଯାଇ ଜଟଣୀ ଓ ଖୋର୍ଦ୍ଧାର ବିଭିନ୍ନ ଘରୋଇ ନର୍ସିଂହୋମ ଉପରେ ଚଢାଉ କରାଯାଇଥିଲା । କୋଭିଡ ୧୯ ର ସରକାରୀ ଗାଉଡଲାଇନ ମୁତାବକ ଚାଲୁଛି ନା ନାହିଁ, ଯେଉଁଭଳି…