ଆମେରିକାରେ ବ୍ୟାପୁଛି କୋଭିଡ୍-୧୯ର ନୂଆ ଭାରିଆଣ୍ଟ FLiRT, ଜାଣନ୍ତୁ ଲକ୍ଷଣ
କରୋନା ଭାଇରସ୍ ପୁଣିଥରେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏଥର ଏହି ଭାଇରସ୍ ନୂଆ ରୂପରେ ଆସିଛି । କରୋନାର ନୂଆ ଭାରିଆଣ୍ଟ FLiRT ଆମେରିକାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଭାଇରସ୍ ବ୍ୟାପିବା ଦ୍ୱାରା ପୁଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା FLiRTର…