Browsing Tag

covid pandemic

‘ଲୋକଙ୍କୁ ମରିବାକୁ ଦିଅ…’ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ବୟାନକୁ ନେଇ ବ୍ରିଟେନରେ ହଙ୍ଗାମା; ଜାଣନ୍ତୁ ୩ ବର୍ଷ ପୂର୍ବର…

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଏକ ବୟାନକୁ ନେଇ ସମଗ୍ର ବ୍ରିଟେନରେ ହଙ୍ଗାମା। ମାମଲା ତିନି ବର୍ଷ ପୁରୁଣା, କିନ୍ତୁ ବର୍ତ୍ତମାନ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ କରୋନା ମହାମାରୀ ସମୟରେ ଋଷି ସୁନକ କହିଥିଲେ କି, ‘ଲକ୍‌ଡାଉନ ଅପେକ୍ଷା ଭଲ କିଛି…

୧୬ କୋଟି ଲୋକଙ୍କୁ ଗରିବ କରି ଦେଇଛି କରୋନା ମହାମାରୀ! ‘Inequality Kills’ ରିପୋର୍ଟରେ ଖୁଲାସା

କରୋନା ଭାଇରସ୍ ମହାମାରୀର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ପ୍ରଥମ ଦୁଇ ବର୍ଷରେ ୯୯ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ପାଇଛି। ସେଠି ୧୬ କୋଟିରୁ ଅଧିକ ଲୋକ ଗରିବ ଶ୍ରେଣୀକୁ ଆସି ଯାଇଛନ୍ତି। ଅନ୍ୟ ପକ୍ଷରେ ମହାମାରୀ କାଳରେ ମଧ୍ୟ ଦୁନିଆର ୧୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ବୃଦ୍ଧି…

କୋଭିଡ ମହାମାରୀ ସମୟରେ କଳାକାରଙ୍କ ପାଇଁ ଦେବଦୂତ ସାଜିଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର

ମୁମ୍ବାଇ: କରୋନା ମହାମାରୀ କେତେଯେ ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି ତା’ର କଳ୍ପନା ନାହିଁ । ଲୋକଙ୍କ ନିକଟରୁ ଖାଦ୍ୟ, ବାସଗୃହ, ରୋଜଗାର ସବୁ ଛଡାଇ ନେଇଛି ଏହି ମହାମାରୀ । ଏହି ସମୟରେ କଳାକାରମାନେ ବି କିଛି କମ୍ ସମସ୍ୟାର ସମ୍ମୁଖିନ ହୋଇ ନାହାନ୍ତି । ଏମିତି ରୋଜଗାର ହରାଇଥିବା…

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୩୦ କୋଟି ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନ

କରୋନାରେ ସମସ୍ତେ ନିଜ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ କ୍ରିକେଟ ଟିମ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ପକ୍ଷରୁ ସହଯୋଗର ହାତ ବଢ଼ାଇଛି । କରୋନା ପାଇଁ ୩୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇପିଏଲର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦ ନିଜ ଟ୍ୱିଟର ଆକାଉଣ୍ଟରେ…

କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭କୋଟି ୬୨ଲକ୍ଷ ଟଙ୍କା ଦେଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: କୋଭିଡ ମହାମାରୀ ପରିଚାଳନା ପାଇଁ ୩ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର । ପୁରୀକୁ ୨ କୋଟି, ସୁବର୍ଣ୍ଣପୁରକୁ ୧ କୋଟି ଓ ସମ୍ବଲପୁରରୁ ୪ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପୁରୀକୁ…