ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ: ୪୦ ରୁ ଅଧିକ ଗୋରୁ ଉଦ୍ଧାର, ୧୧ ଅଟକ
ସୋର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସିମୁଳିଆ ପୋଲିସ୍ ଦ୍ବାରା ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ। ସୂଚନା ମୁତାବକ, ଗତରାତିରେ ବେଆଇନ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ବର ଜାତୀୟ ରାଜପଥ ସୋର ବରଫ କଳ ଠାରୁ ଏକ କଣ୍ଟେନର ଜବତ କରାଯାଇଛି । ଯେଉଁଥିରେ ୪୦ ରୁ ଅଧିକ ଗୋରୁ…