Browsing Tag

cricket fan

ବିଶ୍ୱକପ ଫିଭର ବେଳେ ଚାଲିଗଲେ କ୍ରିକେଟର ସୁପରଫ୍ୟାନ୍‌ ଅଙ୍କଲ ପର୍ସି, ବିସିସିଆଇ ଟ୍ଵିଟ୍‌ କରି ଜଣାଇଲା ଶ୍ରଦ୍ଧାଞ୍ଜଳି

ବିଶ୍ୱକପ କ୍ରେଜ ଚାଲିଥିବା ବେଳେ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । କ୍ରିକେଟର ପ୍ରଥମ ସୁପର ଫ୍ୟାନ୍‌ କୁହାଯାଉଥିବା ଅଙ୍କଲ ପର୍ସିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଏହି ବ୍ୟକ୍ତି ଜଣକ ଶ୍ରୀଲଙ୍କା ଟିମ୍‌କୁ ଏହି ବୟସରେ ସପୋର୍ଟ କରିବା…

ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ, ସୁପର ଓଭରରେ ହରାଇଲା ଅଷ୍ଟ୍ରେଲିଆକୁ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ମହିଳା କ୍ରିକେଟ୍‌ ଟିମର ରୋମାଞ୍ଚକର ବିଜୟ । ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା । ଧୂଆଁଧାର ଇନିଂସ ଖେଳିଲେ ସ୍ମୃତି ମାନ୍ଧାନା । ମ୍ୟାଚ୍‌ ଟାଇ ହେବାରୁ ସୁପର ଓଭର୍‌ ହୋଇଥିଲା । ଭାରତ ଗୋଟିଏ ଓ୍ଵିକେଟ ହରାଇ କରିଥିଲା ୨୦ ରନ୍‌ ।…

ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼, ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌

କଟକ(କେନ୍ୟୁଜ୍‌): ବାରବାଟୀ ଟିକେଟ ପାଇଁ ଖଚାଖଚ ଭିଡ଼ । ଲମ୍ବା ଧାଡ଼ି । ରାତିରୁ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍‌ । ବାରବାଟୀ ଟି-ଟେ୍ଵଣ୍ଟି ପାଇଁ ଆଜି କାଉଣ୍ଟରରେ ଟିକେଟ ବିକ୍ରି । ସକାଳ ୯ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହେବ । ଟିକେଟ ବିକ୍ରି ପାଇଁ…

Vivoର ବିଜ୍ଞାପନରେ ନଜର ଆସିବେ ବିରାଟ କୋହଲି, ଯୁବ ଗ୍ରାହକଙ୍କୁ କରିବେ ଅଧିକ ଆକୃଷ୍ଟ

ଚୀନର ସ୍ମାର୍ଟଫୋନ କମ୍ପାନୀ Vivo, ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ଘୋଷଣା କରିଛି। ସୂଚନା ମୁତାବକ, IPL2021 ଆରମ୍ଭ ହେବାକୁ ଯାଉଛି ଓ ଏହାର ସ୍ପୋନସର Vivo କମ୍ପାନୀ ରହିଛି। କିଛିଦିନ ମଧ୍ୟରେ Vivoର ନୂଆ ପ୍ରଡକ୍ଟ ଲଞ୍ଚ ହେବାକୁ ଯାଉଛି।…

କୁନି ସଚିନ୍‌ଙ୍କୁ ଦେଖି ଖୋଦ୍‌ ସଚିନ୍‌ ତେନ୍ଦୁଲକର ବି ହେଲେ ଆଶ୍ଚର୍ଯ୍ୟ, ଟ୍ଵିଟ୍‌ କରି କହିଲେ ଏମିତି

ଦୁନିଆର ମହାନ୍‌ କ୍ରିକେଟରଙ୍କ ମଧ୍ୟରେ ସଚିନ୍‌ ତେନ୍ଦୁଲକର ଜଣେ। ପିଲାଠୁ ବୁଢ଼ାଯାଏଁ ସମସ୍ତେ ସଚିନ୍‌ଙ୍କ କ୍ରିକେଟକୁ ଭଲ ପାଆନ୍ତି। କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଏବେ ବି ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା କିନ୍ତୁ କମିନାହିଁ। ଆଜି ବି ପିଲାମାନେ ସଚିନ୍‌ଙ୍କ ନାଁ ଶୁଣିଲେ ଖୁସି…

କଟକରେ କ୍ରିକେଟ ଫିଭର, ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବା ପାଇଁ ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି…

କଟକ(କେନ୍ୟୁଜ୍): ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତା ୨୨ ତାରିଖରେ ଭାରତ- ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ପାଇଁ କଟକରେ ଏବେ କ୍ରିକେଟ ଫିଭର ଦେଖିବାକୁ ମିଳୁଛି । ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତେ ତତ୍ପର । ବିରାଟ କୋହଲି, ଧୋନୀ, ଶିଖର ଧାଓ୍ଵନଙ୍କ ଭଳି ହେୟାର ଷ୍ଟାଇଲ…