ମୁଁ ସାୱାର ତଳେ ଠିଆ ହୋଇ କାନ୍ଦୁଛି, ଲୋକମାନେ ମୋତେ ପଚାରୁଛନ୍ତି ମୃତ୍ୟୁର ଗନ୍ଧ କିପରି ?
ମୁଁ ସାୱାର ତଳେ ଠିଆ ହୋଇ କାନ୍ଦୁଛି, ଲୋକମାନେ ମୋତେ ପଚାରୁଛନ୍ତି ମୃତ୍ୟୁର ଗନ୍ଧ କିପରି ? ଜଣେ ଅପରାଧ ସ୍ଥାନ ସଫେଇ କର୍ମଚାରୀଙ୍କ ଲୋମଟାଙ୍କୁରା କାହାଣୀ । ଦର୍ଶକବନ୍ଧୁ ଆପଣ ବିଭିନ୍ନ ଦୁର୍ଘଟଣା ଖବର ଶୁଣୁଥିବେ, ସେଥିମଧ୍ୟରୁ ହତ୍ୟା ଏବଂ ଆତ୍ମହତ୍ୟା କଥା ଶୁଣୁଥିବେ । ତେବେ ଏସବୁ ପରେ…