Below header
Browsing Tag

crime

ଘରେ ପହଞ୍ଚିଲେ ସ୍ୱାମୀ, କବାଟ ପଛପଟେ ଲୁଚିଥିଲା ପ୍ରେମିକ, ଆଉ ତା ପରେ ମାତିଲେ ଗାଁ ଲୋକେ

ସ୍ତ୍ରୀ ବ୍ୟାଙ୍କରୁ ଋଣ ନେଇଥିଲେ। ଆଉ ସେହି ଋଣ ଟଙ୍କା ନେବାକୁ ବ୍ୟାଙ୍କ ତରଫରୁ ଆସୁଥିଲେ ଜଣେ ଯୁବକ। ଏମିତି ଯୁବକଙ୍କ ଯିବା ଆସିବା ଲାଗି ରହିବାରୁ ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଥିଲା ପରକୀୟା ପ୍ରୀତି। ତା’ ପରେ ବର୍ଷେ ପର୍ଯ୍ୟନ୍ତ ଚାଲିଲା ରୋମାନ୍ସ ଓ ଅବୈଧ ସମ୍ପର୍କ। ସେପଟେ ହାଡ଼ଭଙ୍ଗା ଖଟଣି…

ମଧ୍ୟପ୍ରଦେଶ: ସ୍ତ୍ରୀ କହିଲେ, ‘ଡାକ୍ତର ସ୍ୱାମୀ ମୋର ସମଲିଙ୍ଗୀ, କ୍ଲିନିକରେ ଚଲାଇଥିଲେ ବେଶ୍ୟାବୃତ୍ତି’

ଭୋପାଳର ଚୁନାଭଟ୍ଟି ନିକଟରେ ପଏଜନ୍‌ ଆଣ୍ଟି ଏଜିଙ୍ଗ୍‌ ସ୍କିନ୍‌ କ୍ଲିନିକ୍‌ ଚଲାଉଥିବା ଡାକ୍ତର ଅଭିନିତ୍‌ ଗୁପ୍ତାଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ମାଧୌଗଡ଼ ଥାନାରେ ଏକ ଏଫଆଇଆର୍‌ ଦେଇଛନ୍ତି। ଏହି ଏଫଆଇଆରରେ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଅଭିନିତ୍‌ ସମଲିଙ୍ଗୀ ଅଟନ୍ତି। ସେ କ୍ଲିନିକ୍‌…

ଅନ୍ୟ ବ୍ୟକ୍ତିଙ୍କ ସହ ଫୋନରେ କଥା ହେଉଥିଲେ ପତ୍ନୀ, ଅଲ ଆଉଟ୍ ପିଆଇ ଜୀବନ ନେଲେ ସ୍ୱାମୀ

ତାଜନଗରୀ ଆଗ୍ରାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବେ ଗଳାଚିପି ହତ୍ୟା କରିଛନ୍ତି । ଏହାପରେ ଏକ ଖାଲି ପଡିଥିବା ଫ୍ଲାଟରେ ଶବକୁ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପତିଙ୍କୁ ଗିରଫ କରିଛି । ପଚରାଉଚୁରା ପରେ ବ୍ୟକ୍ତି ଜଣଙ୍କ ନିଜ ଦୋଷ…

ଟଙ୍କା ଲୋଭରେ ପଡି ମା’ ବିକି ଦେଲା ତିନି ମାସର ପିଲା, ଜାଣନ୍ତୁ କ’ଣ ହେଲା ତାପରେ

ମାତ୍ର କେତେ ଟଙ୍କାର ଲୋଭରରେ ପଡି ମା’ ବିକିଦେଲା ଛୁଆ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଟ୍ରାଞ୍ଜିଟ ଥାନା ଅଞ୍ଚଳରେ। ଏଠାରେ ରହୁଥିବା ଲତା ନାମକ ଜଣେ ମହିଳା ୧ ଲକ୍ଷ ଟଙ୍କା ଲୋଭରେ ତିନି ମାସର ଶିଶୁକୁ କାମ କରୁଥିବା ଆୟା ମମତାକୁ ବିକ୍ରି କରିଦେଇଛି। କେବଳ ଏତିକି ନୁହେଁ ଉକ୍ତ ଆୟା ଜଣକ…

ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

ଭଉଣୀର ଅବୈଧ ପ୍ରେମ ସମ୍ପର୍କକୁ ସହି ନପାରି ସେମାନଙ୍କୁ ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ମୁଜ୍ଜାଫରନଗରର ନୂଆବସ୍ତିରେ ରହୁଥିବା ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପରେ ତାକୁ…

ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନାଁରେ ୧ କୋଟି ୭୨ଲକ୍ଷ ଟଙ୍କା ଆତ୍ମସାତ୍‌, ଗିରଫ ଭୟରେ ନିଜକୁ ଗୁଳି କଲେ କର୍ମଚାରୀ

ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ନାଁରେ ଆତ୍ମସାତ୍‌। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୧କୋଟି ୭୨ଲକ୍ଷ ଟଙ୍କା ହଡପ୍ ।  ଅଡିଟ୍‌ ବେଳେ ସାମନାକୁ ଆସିଲା ସାଂଘାତିକ ତଥ୍ୟ। ଗିରଫ ଭୟରେ ନିଜକୁ ଗୁଳି କରିଛନ୍ତି କ୍ୟାସ୍‌ ଭର୍ତ୍ତି କରୁଥିବା ‘ସିକ୍ୟୁର୍‌ ଭାଲ୍ୟୁ’ ଏଜେନ୍ସୀର  ବାପୁନି ପରିଜା ନାମକ…

ଟିଣ୍ଡର ଜରିଆରେ ଡେଟରେ ଯାଇଥିଲେ ମହିଳା, ପରେ ୧୪ ଖଣ୍ଡରେ ମିଳିଲା ଶବ

ଆମେରିକାର ନେବ୍ରାସ୍କୋରେ ଘଟିଥିବା ଏକ ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ମହିଳା ଟିଣ୍ଡର ଜରିଆରେ ଡେଟରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ୧୪ ଖଣ୍ଡ ବିଶିଷ୍ଟ ଶବ ମିଳିଥିଲା। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ କୋର୍ଟରେ ଅଦ୍ଭୁତ ବୟାନ ପ୍ରଦାନ କରିଛନ୍ତି।…

ଏ କି ସନ୍ତାନ ପ୍ରେମ ? ୧୬ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ ବ୍ୟାଗରେ ଭର୍ତ୍ତି କରି ଗଙ୍ଗାରେ ଫିଙ୍ଗିଲେ ମା-ବାପା

କୋଲକତା : ମାଲଦା ପୋଲସି ଏକ ଦମ୍ପତିଙ୍କୁ ନିଜ ୧୬ ବର୍ଷର ନାବାଳକା ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ମା-ବାପା ଝିଅକୁ ଏଥିପାଇଁ ହତ୍ୟା କରିଥିଲେ କାରଣ ସେ ଗୋଟିଏ ପୁଅ ସହ ପ୍ରେମ ସଂପର୍କରେ ରହିଥିଲା। ତେବେ ଘଟଣାଟି ମହେନ୍ଦ୍ରଟୋଲା ଗ୍ରାମରେ ଶୁକ୍ରବାର…

ଯାଜପୁର : ଢାବା ମାଲିକଙ୍କୁ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର ରୋଡ ( କେ ନ୍ୟୁଜ) : ଢ଼ାବା ମାଲିକଙ୍କୁ ଗଳାକାଟି ନିର୍ମମ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଲଗ୍ନ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଘଟିଛି ବର୍ବର ହତ୍ୟାକାଣ୍ଡ। ମୃତକ ଜଣକ ପାଣିକୋଇଲି ଗାଁର ରବିନ୍ଦ୍ର ସାହୁ ବୋଲି ଚିହ୍ନଟ ହୋଇଛି। ରବିନ୍ଦ୍ର ପାଣିକୋଇଲି…

ପ୍ରେମ ହେଲା କାଳ ! ବାରମ୍ବାର ପ୍ରପୋଜ କରି ଶେଷକୁ କଲେ ଆତ୍ମହତ୍ଯା ଉଦ୍ଯମ

ବାରମ୍ବାର ପ୍ରେମ ନିବେଦନରେ ଅତିଷ୍ଠ ହୋଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ତିନି ମହଲା ଛାତରୁ ଡେଇଁଲେ କଲେଜ ଛାତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ଡିସିପିଙ୍କ…

ଭଲ ପାଠ ପଢ଼ିବା ହେଲା କାଳ ! ଭଉଣୀ ପ୍ରତି ଈର୍ଷାରେ ଭାଇମାନେ କରୁଥିଲେ ଏଭଳି ଜଘନ୍ୟ କାଣ୍ଡ, ଜାଣିଲେ ଲୋମ ଉଠିବ…

ଉତ୍ତରପ୍ରଦେଶର ସିତାପୁରରେ ଦେଖିବାକୁ ମିଳଛି ଏକ ଅଭାବନୀୟ ଘଟଣା। ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ତାହାରି ଭାଇମାନେ ଦୀର୍ଘ ଦୁଇବର୍ଷ ଧରି ସ୍କୁଲ କ୍ୟାମ୍ପସରେ ଦୁଷ୍କର୍ମ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ଘଟଣାର ଭିଡିଓ ପ୍ରସ୍ତୁତ କରି ସେମାନେ ହ୍ବାଟ୍ସଆପରେ ଶେୟାର ମଧ୍ୟ କରୁଥିଲେ।…

ଲିଭ-ଇନ୍ ସାଥିଙ୍କ ଖାଇବାରେ ରକ୍ତ ମିଶାଇ ଦେଉଥିଲେ ମହିଳା, କାରଣ ଆପଣଙ୍କୁ କରିବ ଚକିତ

ଦେଶର ରାଜଧାନୀ ଦିଲ୍ଲୀରେ ତନ୍ତ୍ର-ସାଧାନାର ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ ଲିଭ-ଇନରେ ରହୁଥିବା ଜଣେ ମହିଳା ତାଙ୍କ ସାଥିଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଇବାରେ ରକ୍ତ ମିଶାଇ ପରଷୁଥିଲେ। ତାଙ୍କର ବିଶ୍ବାସ ରହିଥିଲା କି ଏପରି କରିବା ଦ୍ବାରା ତାଙ୍କ ପ୍ରେମୀକ…