Browsing Tag

crimebranch

କ୍ରେଜିଓ୍ଵାଲଙ୍କ ପରେ ଅତିଶୀଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ, ଅଭିଯୋଗର ପ୍ରମାଣ ମାଗିବାକୁ ଦିଲ୍ଲୀ ପୋଲିସର ଚେଷ୍ଟା

ପୁଣି ଆପ୍‌ ମନ୍ତ୍ରୀ ଅତିଶୀ ମାର୍ଲେନାଙ୍କ ବାସଭବନରେ ଆଜି ସକାଳେ ପହଞ୍ଚିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ । ଅତିଶୀ ମାର୍ଲେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି କିଛି ଆମ୍ ଆଦମୀ ପାର୍ଟି ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଏହି…

ଡିଜିଟାଲ ଲୋନ ଆପ୍‌ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW

କେନ୍ୟୁଜ୍(ବ୍ୟୁରୋ):ଡିଜିଟାଲ ଲୋନ ଆପ୍‌ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା…

ମାନସ ସ୍ୱାଇଁ ହତ୍ୟା ଘଟଣା : ବାଉଁଶ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା, ସାମ୍ନାକୁ ଆସିଲା ସାଂଘାତିକ ସତ

ଭୁବନେଶ୍ୱର (କେନ୍ୟୁଜ): ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଝୁନା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।…

ସାରଥିଙ୍କ ଗତିବିଧି ଉପରେ ନଜର ରଖିଛି କ୍ରାଇମ୍‌ବ୍ରାଞ୍ଚ, କୋର୍ଟଙ୍କ ସର୍ତ୍ତ ଅନୁସାରେ କାର୍ଯ୍ୟ କରିବ ପୋଲିସ

ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ନଜରରେ ରଖିଛି କ୍ରାଇମ୍‌ବ୍ରାଞ୍ଚ । ତାଙ୍କର ଗତିବିଧି ଉପରେ ରଖାଯାଇଛି ନଜର । କୋର୍ଟଙ୍କ ସର୍ତ୍ତ ଅନୁସାରେ ପୋଲିସ କାର୍ଯ୍ୟ କରିବ । ଏ ନେଇ କ୍ରାଇମ୍‌ବ୍ରାଞ୍ଚ ADG ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଗତକାଲି ଚୌଦ୍ୱାର ସର୍କଲ ଜେଲରୁ ମୁକୁଳିଛନ୍ତି ସାରଥି…